www.samajalive.in
Monday, December 8, 2025
27.1 C
Bhubaneswar

ଟିକ୍‌ଟିକରେ ଲକ୍‌ଡାଉନର ମଜା ଉଡାଇ ୨ ଗିରଫ

ମୁମ୍ବାଇ : କରୋନା କାଳରେ ଲକ୍‌ଡାଉନର ମଜା ଉଡାଇ ଟିକ୍‌ଟିକ୍‌ ଭିଡିଓ କରିବା ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି। ପୁଲିସ ସେ ଦୁହିଁ ଅମାନିଆଙ୍କୁ ଗରିଫ କରିଛି।

ମହାମାରୀ କରୋନା ସଂକ୍ରମଣକୁ ରୋକିବାକୁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ସାମଜିକ ଦୁରତ୍ବ ସହ ବିଭିନ୍ନ ସଚେତନତା ବାର୍ତା ଦେଇଛନ୍ତି। ମାତ୍ର ଏହାକୁ ଉଲଂଘନ କରି ଟିକ୍‌ଟିକ୍‌ ଭିଡିଓ କରିବା ଭଳି ଘଟଣା ନଜରକୁ ଆସିଛି। ଏଭଳି ଘଟଣା ମୁମ୍ବାଇ ଅଂଚଳରେ ହୋଇଥିବା ଜଣାପଡିଛି। ଏହି ଘଟଣାରେ ସଂପୃକ୍ତ ଡୋଙ୍ଗରୀ ଥାନା ଅଂଚଳର ମହମ୍ମଦହ ହାସନ ୟୁସଫ ଶେଖ(୨୪) ଓ ଆସିଫ ରଶିଦ ଶେଖ(୧୯)କୁ  ଡୋଙ୍ଗରୀ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ ଥିବା ଏହି ଦୁଇ ଜଣ ଅମାନିଆ ଲକଡାଉନ ଭଙ୍ଗ କରି ବାହାରକୁ ଯାଇ ଟିକ୍‌ଟିକ୍‌ ଭିଡିଓ କରି ଭାଇରାଲ କରିଥିଲେ। ଯେଉଁଥିରେ ପୁଲିସର ମଧ୍ୟ ମଜାକ ଉଡାଇଥିଲେ। ଭାଇରାଲ ଭିଡିଓ ସଂପର୍କରେ ସୂଚନା ପାଇ ପୁଲିସ ଅନୁସଂଧାନ କରି ଉଭୟଙ୍କୁ ଗିରଫ କରିଥିଲା।

- Advertisement -

 

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories