୭୫ ଲିଟର ଦେଶୀ ମଦ ଜବତ, ୩ ଗିରଫ ଆମ ଓଡ଼ିଶାନିଉଜ ଆଲର୍ଟବ୍ଣହ୍ମପୁର By Samaja Digital On Mar 23, 2018 0 Share ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଓ ଦିଗପହଣ୍ଡି ପୁଲିସ ଆଜି ଦେଶୀ ମଦ ଭାଟି ଉପରେ ମିଳିତ ଚଢଉ କରିଥିଲା । ଚଢଉ ବେଳେ ୭୫ ଲିଟର ଦେଶୀ ମଦ ଓ ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଛି । 0 Share FacebookTwitterWhatsApp