mission shakti banner

ଗୋରୁ ଚାଲଣ ଅଭିଯୋଗରେ ୧୨ ଗିରଫ

BSKY banner  750×100
0

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ଦେଇ ଗୋରୁ ଚାଲଣ କରୁଥିବା ୧୨ ଜଣଙ୍କୁ ବିନବିଭାଗ ଗିରଫ କରିଛି । ସାତକୋଶିଆ ଅଭୟାରଣ୍ୟ କୋର ଅଞ୍ଚଳରେ ନିଆଁ ଲଗାଇ ମାଫିଆମାନେ ଗୋରୁ ଚାଲଣ କରି ଆସୁଥିଲେ । ବିନବିଭାଗ କର୍ମଚାରୀମାନେ ନିଆଁ ଲିଭାଇବାରେ ବ୍ୟସ୍ତ ଥିବା ବେଳେ ମାଫିଆମନେ ଚଖମା ଦେଖାଇ ଗୋରୁ ଚାଲଣ କରୁଥିଲେ । ଯାହାର ସୁରାକ ପାଇ ବିନବିଭାଗର ସ୍ବନ୍ତ୍ରତ ଟିମ୍ ଆଜି ସେମାନଙ୍କୁ ଗିରଫ କରିଛି । ଏମାନେ ନରସିଂହପୁର ଓ କଟକ ଦେଇ କୋଲକତାକୁ ଗୋରୁ ଚାଲଣ କରିଥାଆନ୍ତେ ବୋଲି ସୂଚନା ମିଳିଛି ।

Leave A Reply