www.samajalive.in
Monday, December 8, 2025
17.1 C
Bhubaneswar

ଦୃଢ଼ମନା ଅନନ୍ୟା

ଚଙ୍କି ପାଣ୍ଡେଙ୍କ ସୁନ୍ଦରୀ ଚୁଲବୁଲୀ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ଚର୍ଚ୍ଚାରେ। ତାଙ୍କ ଅଭିନୀତ ‘ଖାଲିପିଲି’କୁ ନେଇ ଜୋର୍‌ସୋର୍‌ରେ ପ୍ରଶଂସା ଚାଲିଛି। ଅନନ୍ୟା ଏବେ ମୁମ୍ବଇରେ ଥିବାବେଳେ ତାଙ୍କ ବାପା, ମା ଓ ସାନ ଭଉଣୀ ସମସ୍ତେ ଦୁବାଇରେ। ଚଙ୍କି ଏକ ସୁଟିଂ ପାଇଁ ଦୁବାଇ ସପ୍ତାହେ ପାଇଁ ଯାଇଥିବାବେଳେ ପତ୍ନୀ ଓ ଝିଅ ମଧ୍ୟ ଲକ୍-ଡାଉନ୍‌ ତ୍ରାହିରୁ ମୁକ୍ତି ପାଇବା ନିମନ୍ତେ ଯାଇଥିବାର ପ୍ରକାଶ। ଅନନ୍ୟା ଯଦିଓ ପରିବାର ସହ ଦୁବାଇ ଯିବାକୁ ଚାହୁଁଥିଲେ କିନ୍ତୁ କାମକୁ ସେ ପ୍ରାଧାନ୍ୟ ଦେଇଛନ୍ତି। ଶକୁନ୍ ବାତ୍ରା ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଗୋଆରେ ଶେଷ ହୋଇ ଏବେ ମୁମ୍ବଇରେ ଚାଲିଛି। ଏଣୁ ଅନନ୍ୟା ନିଷ୍ପତ୍ତି ନେଲେ ସେ କାକୁ ଅଧାରୁ ଛାଡ଼ି ଯାଇପାରିବେନାହିଁ। ମା’ ଓ ସାନ ଭଉଣୀଙ୍କୁ କିନ୍ତୁ ସପିଂର ଲମ୍ବା ତାଲିକା ଧରାଇ ଦେଇଥିବାର ହସିହସି କହିଛନ୍ତି ଅନନ୍ୟା।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories