www.samajalive.in
Monday, December 8, 2025
24.1 C
Bhubaneswar

ଗୋପାଳପୁରର ଆହାର କେନ୍ଦ୍ର ଯାଞ୍ଚ କଲେ ଏନଏସି ଅଧ୍ୟକ୍ଷ

ଗୋପାଳପୁର : ଗୋପାଳପୁର ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରକୁ ଅଚାନକ ଏନଏସି ଅଧ୍ୟକ୍ଷ ଏ ଜାନକୀ ରାମଙ୍କ ସମେତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ପ୍ରମୁଖ  ଅଚାନକ ପହଞ୍ଚି କେନ୍ଦ୍ରର ସଫା ସୁତୁରା ଅଛି କି ନାହିଁ ତଦାରଖ କରିବା ସହ, ପାନୀୟ ଜଳର ବ୍ୟବସ୍ଥା ଦେଖିଥିଲେ ଏବଂ ରନ୍ଧାଖାଦ୍ୟ ମଧ୍ୟ ଖାଇଥିଲେ । ଗତ ବର୍ଷ ଶ୍ରୀ ଗୁପ୍ତେଶ୍ୱର ମହିଳା ସଙ୍ଘକୁ ଆହାର କେନ୍ଦ୍ର ପରିଚାଳନା ପାଇଁ ଦାୟିତ୍ଵ ଦିଆଯାଇଥିଲା। ଏ ନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ସହ ଯୋଗାଯୋଗ ବେଳେ କେନ୍ଦ୍ର ପରିସର ସଫା ସୁତରା ରହିଥିବା ସହ ରନ୍ଧା ଖାଦ୍ୟ ସ୍ବାଦିଷ୍ଟ ଏବଂ ଉନ୍ନତ ମାନର ରହିଛି ବୋଲି ସେ କହିଛନ୍ତି । ଏହି ଭଳି ଖାଦ୍ୟର ମାନ ଜାରି ରଖିବାକୁ ସଙ୍ଘକୁ କୁହାଯାଇଥିବା କହିଛନ୍ତି । ତଦାରଖବେଳେ ,ସିଇଓ ସାଗରିକା ବିଷୋୟୀ, କାଉନସିଲର ଜି.ମୋହନ, କେ. କଲେଶୁ, ଜି. ମୋହନ ରାଓ, ଏସ. ବୀରେନ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories