ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ପରିସ୍ଥିତିକୁ ନେଇ ଅନେକ ଆଶଙ୍କା ଲାଗି ରହିଥିଲା ବେଳେ କେନ୍ଦ୍ର ସରକାର ପକ୍ଷରୁ ସୋମବାର ବିଭିନ୍ନ ରାଜ୍ୟ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟ ପାଇଁ ଏହି ଆଲର୍ଟ ଜାରି ହୋଇଛି। ରାଜ୍ୟଗୁଡ଼ିକରେ ହିଂସା ସୃଷ୍ଟି ହେବା ଆଶଙ୍କାରେ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଆଡଭାଇଜରି ଜାରି କରାଯାଇଛି।
Popular Categories



