ପୁରୀ : ସାମୁଦ୍ରିକ ଝଡ ଫନିର ପ୍ରଭାବ ପୁରୀ ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଆରମ୍ଭ ହୋଇଯାଇଛି। ଏହାର ପ୍ରଭାବରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ବଢିବାରେ ଲାଗିଛି। କିନ୍ତୁ ଫନି ଯୋଗୁଁ ଶ୍ରୀମନ୍ଦିର ନୀତିକାନ୍ତିରେ କୌଣସି ପ୍ରଭାବ ପଡିନାହିଁ। ନୀତିକାନ୍ତି ଅନୁଯାୟୀ ସକାଳ ୪ଟା ୪୫ମିନିଟରେ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇଥିଲା। ଏହି ସମୟରେ କିଛି ଭକ୍ତଙ୍କ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା।
Popular Categories



