www.samajalive.in
Monday, December 8, 2025
27.1 C
Bhubaneswar

ଆପଣଙ୍କୁ ସିଝା ବାଦାମ ପସନ୍ଦ କି? ଜାଣନ୍ତୁ ଏହାର ଉପକାରିତା

ବହୁ ଲୋକଙ୍କୁ ବାଦାମ ଖାଇବାକୁ ଖୁବ ଭଲ ଲାଗେ। କେହି କେହି ବାଦାମକୁ ଭଜା କରି, କେହି ଫ୍ରାଏ କରି ଖାଇଥାଆନ୍ତି। ମାତ୍ର ବାଦାମକୁ ସିଝାଇ ଖାଇଲେ ଏହା ଶରୀର ପାଇଁ ଖୁବ ଉପକାରୀ କାରଣରେ ସିଝା ବାଦାମରେ ଅନେକ ପ୍ରକାରର ରୋଗ ନାଶକ ତତ୍ତ୍ୱ ଥାଏ। ଭଜା ଅପେକ୍ଷା ବାଦାମକୁ ସିଝାଇ ଖାଇଲେ ଏହାର କ୍ୟାଲୋରୀ ୪ ଗୁଣ ବଢିଯାଇଥାଏ। ଗବେଷକଙ୍କ ମତରେ ୧୦୦ ଗ୍ରାମ ସିଝା ବାଦାମରେ ପ୍ରାୟ ୨୮୦ କ୍ୟାଲୋରୀ ଥାଏ। ଜାଣନ୍ତୁ ଏହାର ଉପକାରିତା ଗୁଣ ବିଷୟରେ….
ସିଝା ବାଦାମ ଖାଇବା ଦ୍ୱାରା ଆମ ଶରୀର ଖୁବ ଫୂର୍ତ୍ତି ଲାଗେ।
ନିଜ ଆହାରରେ ସିଝା ବାଦାମ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।
ଏଥିରେ ଅଧିକ ପରିମାଣରେ ଫାଇବର ଥାଏ, ତେଣୁ ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହେବା ସହ ଅନ୍ତନଳୀ ମଧ୍ୟ ସଫା ରହିଥାଏ।
ଶରୀରରେ ମେଟାବୋଲିଜିମ ସ୍ତର ଠିକ ରହିଥାଏ। ଯାଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ।
ହୃଦଜନିତ ସମସ୍ୟା, କୋଷ୍ଠକାଠିନ୍ୟ, ମଧୁମେହ, ମୋତିଆବିନ୍ଦୁ, ଭଳି ସମସ୍ୟା ଦୂର ହୋଇଥାଏ।
ପିଲାମାନଙ୍କ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ।
ମାଂସପେଶୀ ଓ ହାଡ଼କୁ ଶକ୍ତ କରିଥାଏ।
ଏହା ଶରୀରରେ ଲାଲ ରକ୍ତ କଣିକା, ଫୋଲିକ ଏସିଡ଼ ପ୍ରସ୍ତୁତ କରିବାରେ ମଧ୍ୟ ସାହାଯ୍ୟ କରେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories