www.samajalive.in
Monday, December 8, 2025
20.1 C
Bhubaneswar

ଯାଞ୍ଚ ବେଳେ ଅଘଟଣ; ଓଲଟି ପଡିଲା ବେଆଇନ ପଥର ବୋଝେଇ ଟ୍ରକ

ସୋର: ବେଆଇନ ପଥର ବୋଝେଇ ଟ୍ରକ ଯାଞ୍ଚ ବେଳେ ଅଘଟଣ ଘଟିଛି । ସୋର ତହସିଲଦାର ଦେବୀ ପ୍ରସାଦ ଦାଶ ଏବଂ ସୋର ଥାନା ଏଏସଆଇ ଅମୁଲ୍ୟ ଗିରି ସେହି ଟ୍ରକ ଧକାରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିବା ସୂଚନା ମିଳିଛି । ଜାତୀୟ ରାଜପଥ କଲେଜ ଛକରେ ଘଟଣା ଘଟିଛି । ଡ୍ରାଇଭର କରୁଣା କର ସାହୁ ଏହି ଦୁର୍ଘଟଣାରୁ ମଧ୍ୟ ଅଳ୍ପକେ ବର୍ତ୍ତି ଯାଇଛି ।

ସୂଚନାଯୋଗ୍ୟ, ବେଆଇନ ପଥର ବୋଝେଇ ଟ୍ରକ ବାଗୁଡି ଖଞ୍ଜା ମାହାଲ ରୁ ଭଦ୍ରକ ଯିବା ବାଟରେ ତହସିଲ ଦ୍ବାରା ଯାଞ୍ଚର ସମ୍ମୁଖୀନ ହୋଇଥିଲା। ଟ୍ରକକୁ ଅଟକାଇ ସମୟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories