www.samajalive.in
Monday, December 8, 2025
17.1 C
Bhubaneswar

ବିଜେଡିରେ ଯୋଗ ଦେଲେ ସୁବାସ ଚୌହାନ

ଭୁବନେଶ୍ବର : ସୁବାସ ଚୌହାନ ବୁଧବାର ବିଜେଡି​‌ରେ ଯୋଗ ଦେଇଛନ୍ତି। ସେ ନବୀନ ନିବାସକୁ ଯାଇ ବିଜେଡିରେ ସାମିଲ ହୋଇଛନ୍ତି। ସୁବାସଙ୍କ ଯୋଗଦାନ ବିଜେଡିକୁ ସୁଦୃଢ କରିବ ବୋଲି ବିଜେଡି ସୁପ୍ରିମୋ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ସୁବାସ ବିଜେପିରୁ ଇସ୍ତଫା ଦେଇଥିଲେ। ଲୋକସଭା ନିର୍ବାଚନ ଟିକେଟ ବଣ୍ଟାକୁ ନେଇ ସୁବାସ ଅସନ୍ତୁଷ୍ଟ ଥିବାରୁ ଦଳ ଛାଡିଥିଲେ।

- Advertisement -

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories