www.samajalive.in
Monday, December 8, 2025
20.1 C
Bhubaneswar

ପେଟ୍ରୋଲ ଟାଙ୍କିରେ ତିନି ଯୁବକଙ୍କୁ ମାଡ ଅଭିଯୋଗ

ସୋର: ଜାତୀୟ ରାଜପଥ ପାଇକାଳି ପେଟ୍ରୋଲ ଟାଙ୍କିରେ ଖୁଚୁରା ପଇସା ଦେଣନେଣକୁ ନେଇ ତିନି ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ମାଡ ମାରିବା ପରେ ସେମାନଙ୍କୁ କାନଧରି ଉଠାବସା କରାଇବା ସହ ଆଣ୍ଠେଇ ଥିଲେ ବୋଲି ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ, ଶନିବାର ରାତିରେ ରାଜପଥ ପାଇକାଳି ରିଲାଏନ୍ସ ପେଟ୍ରୋଲ ପମ୍ପରେ ଅଚିହ୍ନା ତିନି ଯୁବକ ପହଞ୍ଚି ୯୫ ଟଙ୍କାର ପେଟ୍ରୋଲ ପକାଇ ୧ ଶହ ଟଙ୍କିଆ ନୋଟ ଦେଇଥିଲେ। କର୍ମଚାରୀ କଏନ ୫ ଟଙ୍କା ଫେରାଇ ଦେଇଥିଲେ । କଏନ ଚଳୁ ନଥିବା କହି ଅଚିହ୍ନା ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ଦେବାରୁ କର୍ମଚାରୀମାନେ ପ୍ରତିବାଦ କରିଥିଲେ।  ଖବରପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ଅଚିହ୍ନା ଯୁବକଙ୍କୁ ମାଡ ଦେଇ ଉଠାବସା କରି ଆଣ୍ଠେଇ ଅଟକାଇ ଥିଲେ। ସ୍ଥାନୀୟ ଲୋକେ ଓ ପେଟ୍ରୋଲ କର୍ମଚାରୀ ମିଶି ଅଚିହ୍ନା ଯୁବକଙ୍କୁ ପୁଲିସକୁ ହସ୍ଥାନ୍ତର କରଥିଲେ। ପେଟ୍ରୋଲ ପମ୍ପ କର୍ମଚାରୀ ଥାନାରେ ଅଭିଯୋଗ କରିଛନ୍ତି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories