www.samajalive.in
Monday, December 8, 2025
27.1 C
Bhubaneswar

ଖସିଲା ସୁନା ଓ ରୂପା ଦର: ଜାଣନ୍ତୁ କେତେ କମିଲା

ସମାଜ ଡିଜିଟାଲ ଡେସ୍କ: କମିଲା ସୁନା ଓ ରୂପା ମୂଲ୍ୟ । କାରଣ ନିବେଶକମାନେ ସୁନା ବଜାରରେ ଆଉ ନିବେଶ କରୁନାହାଁନ୍ତି । ଏହି ସପ୍ତାହ ଶେଷରେ ଆମେରିକୀୟ ମୁଦ୍ରାସ୍ପୀତି ତଥ୍ୟକୁ ଅପେକ୍ଷା କରିଛନ୍ତି ନିବେଶକ । ମୁମ୍ବଇରେ ୨୪କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୨୫,୮୮୦ ଥିବାବେଳେ ୨୨କ୍ୟାରେଟ୍ ସୁନାର ମୂଲ୍ୟ ୧୦ଗ୍ରାମ ପ୍ରତି ୧,୧୫,୩୯୦ ରହିଛି । ସେହିପରି ରୂପା କିଲୋଗ୍ରାମ ପ୍ରତି ୧,୫୯,୯୦୦ ଟଙ୍କାରେ ଉପଲବ୍ଧ ଥିଲା ।

ଦିଲ୍ଲୀରେ ସୁନା ୨୨କ୍ୟାରେଟର ଦାମ୍ ୧୦ଗ୍ରାମ ପ୍ରତି ୧,୧୫,୫୪୦ ଏବଂ ୨୪କ୍ୟାରେଟ ସୁନାର ମୂଲ୍ୟ ୧,୨୬,୦୩୦ ରହିଛି । ସେହିପରି କଲକତାରେ ୨୨କ୍ୟାରେଟ ସୁନାର ଦାମ୍ ୧,୧୫,୩୯୦ ଟଙ୍କା ରହିଥିବା ବେଳେ ୨୪କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ୍ ପ୍ରତି ୧,୨୫,୮୮୦ଟଙ୍କା ରହିଛି । ଆଜି ଭୁବନେଶ୍ୱରରେ ୨୨କ୍ୟାରେଟ୍ ସୁନା ୧୦ଗ୍ରାମ ପ୍ରତି ୧,୧୪ହଜାର ୬୫୦ରହିଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories