www.samajalive.in
Monday, December 8, 2025
20.1 C
Bhubaneswar

ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବେ କହିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବେ ଡୋନାଲ୍ଡ ଟ୍ରମ୍ପ । ଏହାର ସମାଧାନ କରିବା ମୋ ପାଇଁ ବହୁତ ସହଜ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ଯୁଦ୍ଧ ବନ୍ଦ କରିବା ସହ ନବମ ଯୁଦ୍ଧ ବନ୍ଦ କରିବା ନେଇ କହିଛନ୍ତି ଟ୍ରମ୍ପ । ଏହାସହିତ ଟ୍ରମ୍ପ କହିଛନ୍ତି ମୁଁ ଆମେରିକାକୁ ଏକ ମହାଶକ୍ତି କରିବାକୁ ଚାହୁଁଛି, ସାରା ବିଶ୍ୱରେ ଚାଲିଥିବା ଯୁଦ୍ଧକୁ ମଧ୍ୟ ବନ୍ଦ କରିବାକୁ ଚାହୁଁଛି । ଟ୍ରମ୍ପ କହିଛନ୍ତି ଯେ ମୁଁ ଲୋକଙ୍କୁ ହତ୍ୟା କରିବାରେ ପସନ୍ଦ କରେନାହିଁ । ଯେକୌଣସି ଯୁଦ୍ଧ ହେଉ ମୁଁ ଏହାକୁ ରୋକିବାକୁ ପ୍ରୟାସ କରିଥାଏ । ଆଜି ଏଭଳି କିଛି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ଯେ ମୁଁ ୮ଟି ଯୁଦ୍ଧ ସମାଧାନ କରିଛି । ଯାହା ନୀରିହ ଲୋକଙ୍କୁ ହତ୍ୟା କରୁଥିଲେ । ମୁଁ ନୋବେଲ ପାଇଁ କରୁନାହିଁ, କିନ୍ତୁ ଯେଉଁମାନେ ମୋ ପାଇଁ କହୁଛନ୍ତି ସେମାନେ ମହାନ । ମୁଁ କେବଳ ଖୁସି ଯେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚିଯାଇଛି । ଆଜି ପର୍ଯ୍ୟନ୍ତ ଏପରି କୌଣସି ଆମେରିକା ରାଷ୍ଟ୍ରପତି ନାହାଁନ୍ତି ଯିଏ କି ଗୋଟିଏ ବି ଯୁଦ୍ଧ ବନ୍ଦ କିମ୍ବା ସମାଧାନ କରିଥିବେ ।

- Advertisement -

 

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories