www.samajalive.in
Monday, December 8, 2025
20.1 C
Bhubaneswar

ବାଜି ମାରିଲା ‘ଲାପତା ଲେଡିଜ୍‌’, ୭୦ତମ ଫିଲ୍ମଫେୟାରରେ ୧୩ଟି ବିଭାଗରେ ହାତେଇଲା ପୁରସ୍କାର

ନୂଆଦିଲ୍ଲୀ ,୧୩/୧୦/୨୫: ୭୦ତମ ଫିଲ୍ମଫେୟାର ପୁରସ୍କାରରେ ଲାପତା ଲେଡିଜ୍‌ର ଦବ୍‌ଦବା ରହିଥିଲା । ଫିଲ୍ମଟି ମୋଟ ୧୩ଟି ପୁରସ୍କାର ପାଇଛି । ନାରୀ ସଶକ୍ତୀକରଣର ବାର୍ତ୍ତା ପ୍ରଦାନ କରୁଥିବା ଏହି ହୃଦୟସ୍ପର୍ଶୀ ସିନେମାଟି ଶ୍ରେଷ୍ଠ ଫିଲ୍ମ ପୁରସ୍କାର ହାତେଇଛି । କିରନ୍‌ ରାଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଛନ୍ତି ।

ସେହିପରି ଏଥିପାଇଁ ନିତାଂଶୀ ଗୋୟଲଙ୍କୁ ଶ୍ରେଷ୍ଠ ନବାଗତ ଅଭିନେତ୍ରୀପ୍ରତିଭା ରାଣ୍ଟାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ(କ୍ରିଟିକ୍ସ ଚଏସ୍‌)ରବି କିଶନ୍‌ଙ୍କୁ ଶ୍ରେଷ୍ଠ ସହ ଅଭିନେତା ଓ ଛାୟା କଦମ୍‌ଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ମିଳିଛି । ଅରିଜିତ୍‌ ସିଂହ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ପୁରସ୍କାର ହାତେଇଛନ୍ତି । ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍‌ ପୁରସ୍କାର ରାମ ସମ୍ପତଙ୍କୁ ଯାଇଛି । ଏହାଛଡ଼ା ଏଡିଟିଂକଷ୍ଟ୍ୟୁମ ଓ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର ଭଳି ଟେକ୍ନିକାଲ ବିଭାଗରେ ବି ଫିଲ୍ମକୁ ପୁରସ୍କାର ମିଳିଛି ।

- Advertisement -

ଲାପତା ଲେଡିଜ୍‌ର କାହାଣୀ ଛୋଟ ସହରରେ ରହୁଥିବା ଦୁଇଜଣ ମହିଳାଙ୍କ ଉପରେ କେନ୍ଦ୍ରୀଭୂତ । ସମୟଚକ୍ରରେ ସେମାନେ ପରିବାରଠାରୁ ଅଲଗା ହୋଇଯାଇଥିବାବେଳେ ପରିସ୍ଥିତି ଆଗରେ କିନ୍ତୁ ହାର୍‌ ମାନିନାହାନ୍ତି । ସମସ୍ୟାକୁ ସୁଯୋଗରେ ପରିଣତ କରି ନିଜକୁ ସଶକ୍ତ କରିଛନ୍ତି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories