www.samajalive.in
Monday, December 8, 2025
27.1 C
Bhubaneswar

୧୬ଦିନ ପରେ ପୁଣି ଆଖି ବୁଜିଲେ ପି.ଲକ୍ଷ୍ମୀ

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ ମୁହଁରେ ଯାଇ ପୁରୀ ସ୍ୱର୍ଗ ଦ୍ୱାରରୁ ଫେରିଆସିଥିଲା ଜୀବନ । ଆଉ ୧୬ଦିନ ଧରି ମେଡିକାଲରେ ଚିକିତ୍ସିତ ହେବା ପରେ ପୁଣି ଥିରେ ଚାଲିଗଲା ଜୀବନ । ଏଠାରେ ଆମେ କହୁଛି ପୋଲସରାର ପି. ଲକ୍ଷ୍ମୀ । ପୁରୀ ମେଡିକାଲରେ ଶେଷ ନିଶ୍ପାସ ତ୍ୟାଗ କରିଛନ୍ତି ୮୬ବର୍ଷିୟା ପି.ଲକ୍ଷ୍ମୀ ।

ସୂଚନା ଅନୁସାରେ ଗତ ସେପ୍ଟେମ୍ବର ୧୫ତାରିଖରେ ସ୍ୱର୍ଗଦ୍ୱାରକୁ ଶେଷକୃତ୍ୟ ପାଇଁ ଆସି ହଠାତ ଉଠି ବସିଥିଲେ ବୃଦ୍ଧା ଜଣଙ୍କ । ସ୍ୱର୍ଗଦ୍ୱାରରେ ଏମିତି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହିଦିନଠାରୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ ପି.ଲକ୍ଷ୍ମୀ ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories