www.samajalive.in
Monday, December 8, 2025
27.1 C
Bhubaneswar

ଦିନିକିଆ ମହିଳା କ୍ରିକେଟ : ଇଂଲଣ୍ଡକୁ ୬୬ରନରେ ପରାସ୍ତ କଲା ଭାରତ

ମୁମ୍ବଇ : ମୁମ୍ବଇର ୱାଙ୍ଖାଡେ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଦିନିକିଆ ମହିଳା କ୍ରିକେଟ୍‍ ମ୍ୟାଚରେ ଭାରତ, ଇଂଲଣ୍ଡକୁ ୬୬ରନରେ ପରାସ୍ତ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୪୯ ଓଭର ୪ଟି ବଲରେ ୨୦୨ରନ୍‍ ସଂଗ୍ରହ କରି ଅଲ୍‍ଆଉଟ୍‍ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୪୧ଓଭରରେ ମାତ୍ର ୧୩୬ରନ୍‍ କରି ଅଲ୍‍ଆଉଟ୍‍ ହୋଇଯାଇଥିଲା।

ଭାରତର ଏକତା ବିଷ୍ଟ୍‍ ୪ଟି ୱିକେଟ୍‍ ନେଇ ’ପର୍ସନ୍‍ ଅଫ୍‍ ଦ ମ୍ୟାଚ୍‍’ ବିବେଚିତ ହୋଇଛନ୍ତି। ସେହିଭଳି ଏସ୍‍. ପାଣ୍ଡେ ଓ ଡି.ବି. ଶର୍ମା ଦୁଇଟି ଲେଖାଏଁ ୱିକେଟ୍‍ ନେଇଛନ୍ତି। ତିନିଟିକିଆ ସିରିଜ୍‍ର ପ୍ରଥମ ମ୍ୟାଚ୍‍ ଜିତି ଭାରତ ୧-୦ରେ ଅଗ୍ରଣୀ ହୋଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories