www.samajalive.in
Tuesday, December 9, 2025
15.1 C
Bhubaneswar

ଚା ଦେକାନୀଙ୍କର ନିଆରା ଦେଶ ପ୍ରେମ, ‘ପାକିସ୍ତାନ ମୁର୍ଦାବାଦ’ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ କହିଲେ ଅଧା ଦାମରେ ମିଳୁଛି ଚା ଓ କଫି

ଭୁବନେଶ୍ୱର ..- ପୁଲୁଓ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ପାକିସ୍ତାନ ପ୍ରତି ବିରୋଧ ଆହୁରି ବୃଦ୍ଧି ପାଇଛି । ଅନେକ ଲୋକ ବିଭିନ୍ନ ସୋସିଆଲ୍ ମିଡିଆରେ ଏହାକୁ ବିରୋଧ କରିଛନ୍ତି । ସେନା ଓ ଅର୍ଦ୍ଧସାମରିକ ବଳଙ୍କ ପ୍ରତି ସହାନୁଭୂତି ପ୍ରକାଶ ପାଇଛି । ଏପରି ଏକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମଳିଛି ।

ମଞ୍ଚେଶ୍ୱରରେ ଥିବା ସର୍ବେଶ୍ୱର ପାତ୍ରଙ୍କର ଚା ଦୋକନାରେ ‘ପାକିସ୍ତାନ ମୁର୍ଦାବାଦ’ ‘ହିନ୍ଦୁସ୍ତାନ ଜିନ୍ଦାବାଦ’ କହିଲେ ସେ ଅଧା ଦାମରୁ କମ୍‌ରେ ଚା ଓ କଫି ଦେଉଛନ୍ତି ।  ଏପରି କଲେ ୨ ଟଙ୍କାରେ ଚା ଓ ୩ ଟଙ୍କାରେ କଫି ମିଳୁଛି । କେବଳ ରାଜଧାନୀ ଭୁବନେଶ୍ୱର ନୁହେଁ ସାରା ଦେଶରେ ଏପରି ଦେଖିବାକୁ ମିଳୁଛି ।

- Advertisement -

ନଭି ମୁମ୍ବାଇରେ  ‘ଲକି ତାଓ୍ୱା’ ରେଷ୍ଟୁରାଣ୍ଟରେ ପାକିସ୍ତାନ ମୁର୍ଦ୍ଦାବାଦ କହିଲେ ଏହାର ମାଲିକ ସୟଦ ଖାନ୍‌ ୧୦ ପ୍ରତିଶତ ରିହାତି ଦେଉଛନ୍ତି । ମୁମ୍ବାଇର ‘ଡୋଭସ ରେଷ୍ଟୁରାଣ୍ଟରେ ଏପରି କଲେ ୧୫ ପ୍ରତିଶତ ରିହାତି ମିଳୁଛି  । ସେହିପରେ ଗୁଜୁରାଟରେ ଏକ ଟାଇଲ କାରଖାନାରେ ପାକିସ୍ତାନ ଜାତୀୟ ପତାକା ଥିବା ଟାଇଲ୍‌ ନିର୍ମାଣ କରାଯାଉଛି ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories