www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରାଏମ୍ଫର ନୂଆ ମୋଟରସାଇକେଲ ଲଞ୍ଚ୍, ଇଞ୍ଜିନ୍ ଆଗରେ ଫିକା ପଡିବ କାର୍

ନୂଆଦିଲ୍ଲୀ : ଟ୍ରାଏମ୍ଫ ଭାରତୀୟ ବଜାରରେ ନିଜ ଟ୍ରିପଲ ୧୨୦୦ ଆରଏସର ଦାମ୍ ଘୋଷଣା କରିଦେଇଛି । ଏହି ଦମଦାର ମୋଟରସାଇକେଲର ଏକ୍ସ-ଶୋରୁମ୍ ଦାମ୍ ଏବେ ୨୦.୩୯ ଲକ୍ଷ ଟଙ୍କା ରହିଛି । ନିଜ ପୁରୁଣା ମଡେଲ ତୁଳନାରେ ଏହାର ଦାମ୍ ୨.୪୪ ଲକ୍ଷ ଟଙ୍କା ଅଧିକ । ମଡେଲ ଇୟର ଅପଡେଟ୍ ସହିତ ଫ୍ଲାଗସିପ୍ ସୁପରନେକେଡକୁ ୨୦୨୫ ପାଇଁ କିଛି ଜରୁରି ମେକାନିକାଲ୍ ଅପଡେଟ୍ ମଧ୍ୟ ଦେଖିବାକୁ ମିଳିବ ।

୨୦୨୫ ପାଇଁ ଟ୍ରାଏମ୍ଫ ୧୨୦୦ ଆରଏସକୁ ଏକ ମାନକ ଷ୍ଟିୟରିଂ ଡ୍ୟାମ୍ପର ଏବଂ ହାଲୁକା ହ୍ବିଲରେ ମଧ୍ୟ ସଜାଇଛି । ଇଲେକ୍ଟ୍ରୋନିକ୍ସ ସୁଟକୁ ମଧ୍ୟ ଅପଗ୍ରେଡ୍ କରାଯାଇଛି । ବିଶେଷ ରୂପେ ହ୍ବିଲି କଣ୍ଟ୍ରୋଲ ସିଷ୍ଟମ ଏବେ ଟ୍ରାକ୍ସନ କଣ୍ଟ୍ରୋଲ ସହିତ ସମାନ ଭାବେ କାମ କରିବ । ମହଙ୍ଗା ହେବା ପରେ ମଧ୍ୟ ଏହା ଭାରତରେ ସବୁଠାରୁ ଶସ୍ତା ୟୁରୋପୀୟ ସୁପରନେକ୍ । ୨୦୨୫ ସ୍ପିଡ୍ ଟ୍ରିପଲ ୧୨୦୦ ଆରଏସ ୩ଟି ରଙ୍ଗର ବିକଳ୍ପ ଜେଟ୍ ବ୍ଲାକ, ଗ୍ରାନାଇଟ୍ ରେଡ୍ ଓ ଗ୍ରାନାଇଟ ୟେଲୋରେ ଆସିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories