କେନ୍ଦ୍ରାପଡା : ବିଜୁ କ୍ରୀଡା ସାମଗ୍ରୀ ପାଇଁ ଗଣ୍ଡଗୋଳ ହୋଇଛି। ଏପରି ଘଟଣା ପଟ୍ଟାମୁଣ୍ଡାଇ ମ୍ୟୁନିସପାଲଟି ନୂଆଗାଁରେ ଘଟିଛି। କ୍ରୀଡା ସାମଗ୍ରୀ କାହା ଘରେ ରହିବ ଏହାକୁ ନେଇ ବଚସା ହୋଇଥିଲା। ତାପରେ ଲୋକଙ୍କ ମଧ୍ୟରେ ପିଟାପିଟି ହୋଇଥିଲେ। ପିଟାପିଟି ବେଳେ କ୍ରିକେଟ ଷ୍ଟମ୍ପରେ ଜଣେ ଯୁବତୀଙ୍କ ତଳିପେଟକୁ ଆକ୍ରମଣ କରାଯାଇଥିବାର ଅଭିଯୋଗ ହୋଇଛି। ଆକ୍ରମଣରେ ଯୁବତୀ ଜଣକ ଗୁରୁତର ଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Popular Categories



