www.samajalive.in
Monday, December 8, 2025
27.1 C
Bhubaneswar

ଭାଙ୍ଗିଲା ସବୁ ରେକର୍ଡ ; ଲକ୍ଷେ ପାର୍‌ ସୁନା ଦାମ୍‌

ଭୁବନେଶ୍ୱର : ଭାଙ୍ଗିଲା ସବୁ ରେକର୍ଡ। ୧ ଲକ୍ଷ ଟଙ୍କା ଟପିଲା ସୁନା ଦର। ଏପ୍ରିଲ ୨୨ ଅର୍ଥାତ୍‌ ମଙ୍ଗଳବାର ସୁନା ଦର ପ୍ରଥମ ଥର ପାଇଁ ଲକ୍ଷେ ଟଙ୍କା ଅତିକ୍ରମ କରିଛି।

୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୧,୦୧,୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଏହା ୯୮,୩୫୦ ଟଙ୍କା ଥିଲା । ଦିନକରେ ୩,୦୦୦ ଟଙ୍କା ଦାମ୍‌ ବୃଦ୍ଧି ପାଇଛି।

- Advertisement -

୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୨,୯୦୦ ରହିଛି । ଗତକାଲି ଏହା ୯୦,୧୫୦ ଟଙ୍କା ରହିଛି । ଦିନରେ ଏହା ୨,୭୫୦ ଟଙ୍କା ବୃଦ୍ଧି ପାଇଛି।

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୬,୦୧୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହା ୭୩,୭୬୦ ଟଙ୍କା ରହିଥିଲା । ଏଥିରେ ୨,୨୫୦ ବୃଦ୍ଧି ପାଇଛି।

ରୁପା ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଆଜି ୧୦୦ ଗ୍ରାମ୍‌କୁ ୧୧,୧୦୦ ରହିଛି । ଗତକାଲି ମଧ୍ୟ ୧୧,୧୦୦ ଥିଲା

 

କେହି ବ୍ୟବହାର କରୁଛି କି ଆପଣଙ୍କ ଆଧାରକାର୍ଡ, ଏମିତି ଚୁଟ୍‌କିରେ ଜାଣି ପାରିବେ..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories