କେହି ବ୍ୟବହାର କରୁଛି କି ଆପଣଙ୍କ ଆଧାରକାର୍ଡ, ଏମିତି ଚୁଟ୍କିରେ ଜାଣି ପାରିବେ..
ନୂଆଦିଲ୍ଲୀ : ଆପଣଙ୍କୁ ଅନୁଭବ ହେଉଛି କି କେହି ଆପଣଙ୍କ ଆଧାରକାର୍ଡର ଭୁଲ୍ ପ୍ରୟୋଗ କରି ବ୍ୟବହାର କରୁଛି । ତେବେ ଖୁବ୍ ସହଜରେ ଏବେ ଏହା ଜାଣି ପାରିବେ । ଏଥିପାଇଁ ଆପଣଙ୍କୁ ଆଧାରକାର୍ଡ ଅଥେଣ୍ଟିକେସନ ହିଷ୍ଟ୍ରିରେ ଯାଞ୍ଚ କରିବାକୁ ପଡିବ। ପ୍ରଥମେ ଆପଣଙ୍କୁ ୟୁଆଇଡିଏଆଇର ୱେବସାଇଟ୍କୁ ଯିବାକୁ ପଡିବ । ଆପଣଙ୍କୁ https://uidai.govt.in କୁ ଯିବାକୁ ପଡିବ। ସେଠାରେ ଲଗ୍ଇନ୍ କରିବାକୁ ପଡିବ। ସେଠାରେ ଆଧାର ସର୍ଭିସ୍ ବିଭାଗକୁ ଯିବାକୁ ପଡିବ। ଏହି ଅପ୍ସନ୍ … Continue reading କେହି ବ୍ୟବହାର କରୁଛି କି ଆପଣଙ୍କ ଆଧାରକାର୍ଡ, ଏମିତି ଚୁଟ୍କିରେ ଜାଣି ପାରିବେ..
Copy and paste this URL into your WordPress site to embed
Copy and paste this code into your site to embed