www.samajalive.in
Tuesday, December 9, 2025
16.1 C
Bhubaneswar

କଳାକାର ସୁରକ୍ଷିତ ନୁହଁନ୍ତି, ଯାତ୍ରା ଛାଡ଼ିବାକୁ ନିଷ୍ପତ୍ତି ନେବାକୁ ଭାବୁଛି-ବାପି ପଣ୍ଡା

ଭୁବନେଶ୍ୱର: କଳାକାର ମହାସଂଘ ଉପଦେଷ୍ଟା ତଥା ବରିଷ୍ଠ କଳାକାର ବାପି ପଣ୍ଡା ଯାତ୍ରାରେ ଦେଖାଦେଉଥିବା ବିବାଦ ସମ୍ପର୍କରେ ମୁହଁ ଖୋଲିଛନ୍ତି। ଯାତ୍ରାରେ କଳାକାରମାନେ ସୁରକ୍ଷିତ ନୁହଁନ୍ତି। ଯାତ୍ରାରେ ଚାଲିଥିବା ବିବାଦକୁ ଦେଖିଲେ ଘୃଣା ଲାଗୁଛି ଏବଂ ଯାତ୍ରା ଛାଡ଼ିବାକୁ ନିଷ୍ପତ୍ତି ନେବାକୁ ଭାବୁଛି ବୋଲି ପ୍ରକାଶ କରିଛନ୍ତି।

ଯାତ୍ରାରେ ଦେଖାଦେଉଥିବା ବିବାଦ ସମ୍ପର୍କରେ କଳାକାର ମହାସଂଘ ଉପଦେଷ୍ଟା ବାପି ପଣ୍ଡା କହିଛନ୍ତି ଯେ ଯାତ୍ରା କାହାର ପୈତୃକ ସମ୍ପତ୍ତି ନୁହେଁ ଯେ କଳାକାରକୁ ବ୍ୟାନ କରିଦେବ। କଳାକାର ଚାହିଁଲେ ଯାତ୍ରା ଅନୁଷ୍ଠାନ ବନ୍ଦ ହୋଇଯିବ। ବିନା କାରଣ ଦର୍ଶାଅ ନୋଟିସରେ କେମିତି ବ୍ୟାନ କରିଦେଲେ। ନରି ପଣ୍ଡା ଓ ପ୍ରତାପ ମହାନ୍ତିଙ୍କୁ ବ୍ୟାନ କଲ କେମିତି। ଆଜିର ଦିନରେ କଳାକାର ସୁରକ୍ଷିତ ନୁହଁନ୍ତି।

- Advertisement -

ଆଇପିଏଲ୍‌‌ରେ ନିଲାମି ଭଳି ଯାତ୍ରା କଳାକାରଙ୍କ ନିଲାମି ହେଲେ ଫାଇଦା ହେବ। ନରି ପଣ୍ଡାଙ୍କୁ ମାଡ଼ ମାରିବା ଘଟଣା ପୁଲିସର ତଦନ୍ତ ନେଇ ସନ୍ଦେହ। ଏହାକୁ ଦେଖି ଘୃଣା ଆସି ଗଲାଣି, ଯାତ୍ରା ଛାଡ଼ିବାକୁ ନିଷ୍ପତ୍ତି ନେବାକୁ ଭାବୁଛି ବୋଲି ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories