www.samajalive.in
Monday, December 8, 2025
27.1 C
Bhubaneswar

ପରଦାକୁ ଆସିଲା ‘ଅମାବାସ୍‍’

ମୁମ୍ବଇ : ନରଗିସ୍‍ ଫାଖ୍ରୀ ଓ ସଚିନ ଜୋଶୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅମାବାସ୍‍’ ଶୁକ୍ରବାର(୮ ଫେବୃଆରୀ) ମୁକ୍ତିଲାଭ କରିଛି। ଏହା ଏକ ହରର୍‍ ଚଳଚ୍ଚିତ୍ର। ଚଳଚ୍ଚିତ୍ରକୁ ନେଇ ଏତେଟା ଚର୍ଚ୍ଚା ହୋଇନଥିଲେ ମଧ୍ୟ ଏହାକୁ ଟକ୍କର ଦେବାକୁ ସାଥିରେ କୌଣସି ବଡ଼ ଚଳଚ୍ଚିତ୍ର ମୁକ୍ତିଲାଭ କରି ନଥିବାରୁ ଏହା ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରେ ବୋଲି ଆଶା ରହିଛି।

ସୂଚନା ଅନୁସାରେ, ‘ଅମାବାସ୍‍’ ପ୍ରଥମ ଦିନରେ ୭୫ ଲକ୍ଷରୁ ୧କୋଟି ଟଙ୍କା ଆୟ କରିପାରେ ବୋଲି ଅନୁମାନ କରାଯାଉଛି। ଭୂଷଣ ପଟେଲ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଚଳଚ୍ଚିତ୍ରର କାହାଣୀ ଅପେକ୍ଷା ମୁଖ୍ୟ କଳାକାରଙ୍କ ଠାରୁ ଅଧିକ ଆଶା ରହିଛି ବୋଲି ନିଜେ ନିର୍ଦ୍ଦେଶକ ଭୂଷଣ କହିଛନ୍ତି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories