www.samajalive.in
Thursday, December 11, 2025
27.1 C
Bhubaneswar

ବାଲି ଯୋଗାଣ ନେଇ ଏସଓପି ଜାରି, ଜିଲା କମିଟି ନେବ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର: ଗ୍ରାମୀଣ ଗୃହ ନିର୍ମାଣ ପାଇଁ ବାଲି ଯୋଗାଣ ନିମନ୍ତେ ଏସଓପି ଜାରି କରଯାଇଛି। ଗ୍ରାମୀଣ ଗୃହ ନିର୍ମାଣ ପାଇଁ ବାଲି ଯୋଗାଣ ନିମନ୍ତେ ପଞ୍ଚାୟତ ସମିତି ଦ୍ୱାରା ପରିଚାଳନା ନେଇ ଏସଓପି ଜାରି ହୋଇଛି। ଗ୍ରାମୀଣ ଗୃହ ନିର୍ମାଣ ଏବଂ ଆଇଏଚଏଚଏଲ୍‌‌ ଇତ୍ୟାଦି କାମ ପାଇଁ ଲାଗୁ ହେବ। ବିଡିଓ ଏନେଇ ଜିଲା ପରିଷଦ ସିଡିଓ-କମ-ଇଓଙ୍କୁ ଜଣାଇବେ। ସିଡିଓ-କମ୍‌‌-ଇଓ ଏନେଇ ଜିଲାସ୍ତରୀୟ କମିଟି ସମ୍ମୁଖରେ ପ୍ରସ୍ତାବ ରଖିବେ। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲା କମିଟି ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ସୂଚନା ଦିଆଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories