ଆନନ୍ଦପୁର:ନନ୍ଦିପଦା ଥାନା ବଡ଼ରମ୍ପାସ ଗାଁରେ ଅଘଟଣ। ଘର କାନ୍ଥ ଭୁଶୁଡ଼ି ଜଣେ ନାବାଳିକାର ଜୀବନ ଚାଲିଯାଇଛି। କାନ୍ଥ ଭୁଶୁଡ଼ି ପଡ଼ିବାରୁ ୮ବର୍ଷିଆ ନାବାଳିକାର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଭାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି। ନାବାଳିକାର ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
Popular Categories



