www.samajalive.in
Monday, December 8, 2025
27.1 C
Bhubaneswar

ଅଧିକ ସୁଧ ଦେବାର ମୋହ ଦେଖାଇ ଲୋକଙ୍କୁ ଠକିଥିଲା, ଠକେଇ ମାଷ୍ଟରମାଇଣ୍ଡକୁ ଗିରଫ କଲା ପୁଲିସ

ସମ୍ବଲପୁର: କୋଟି କୋଟି ଟଙ୍କା ଠକେଇ ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇଛି। ୫ଶହରୁ ଅଧିକ ଲୋକଙ୍କୁ ସେ ଠକିଥିବା ପ୍ରାରମ୍ଭିକ ସୂଚନା ମିଳିଛି।

ମଙ୍ଗଳବାର କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥ ଲଗାଣକାରୀ ସଂସ୍ଥାର ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟକୁ ଧନୁପାଲି ଥାନା ପୁଲିସ ଗିରଫ କରିଛି। ଅର୍ଥ ଲଗାଣକାରୀ ସଂସ୍ଥାର ମୁଖ୍ୟ ସନ୍ତୋଷ ଆଚାର୍ଯ୍ୟ ଅଧିକ ସୁଧ ଦେବାର ମୋହ ଦେଖାଇ ଲୋକଙ୍କୁ ଠକିଥିଲା। ୫ଶହରୁ ଅଧିକ ଲୋକଙ୍କୁ ସେ ଠକିଥିବା ପ୍ରାରମ୍ଭିକ ସୂଚନା ମିଳିଛି ବୋଲି ଧନୁପାଲି ଥାନା ପୁଲିସ ପ୍ରକାଶ କରିଛି।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories