ଚମ୍ପିଆନ୍ସ ଟ୍ରଫି ୨୦୨୫: ଟସ୍‌ ଜିତି ବାଂଲାଦେଶର ବ୍ୟାଟିଂ ନିଷ୍ପତ୍ତି

ଦୁବଇ: ଆଇସିସି ଚମ୍ପିଆନ୍ସ ଟ୍ରଫି ୨୦୨୫ର ଦ୍ଵିତୀୟ ମ୍ୟାଚ୍‌ରେ ଗୁରୁବାର ଭାରତ-ବାଂଲାଦେଶ ଲଢେଇ ଆରମ୍ଭ ହୋଇଛି। ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ନଜମୁଲ ହୁସୈନ ଶାନ୍ତୋ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହି ମୁକାବିଲା ଦୁବଇ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଉଛି। ଉଭୟ ଦଳ ଗ୍ରୁପ୍-ଏରେ ଅଛନ୍ତି। ଏହି ଗ୍ରୁପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୬୦ ରନ୍‌ରେ ପରାସ୍ତ କରିଥିଲା ନ୍ୟୁଜିଲାଣ୍ଡ।

 

Comments are closed.