www.samajalive.in
Monday, December 8, 2025
27.1 C
Bhubaneswar

ଅପରାହ୍ନ ୩ଟା ମୁଖ୍ୟ ଖବର

ପ୍ୟାରିସ୍‌ ଏଆଇ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. କହିଲେ, ଏଆଇ ଆମର ଅର୍ଥନୀତି, ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ ଆରମ୍ଭ କରିସାରିଛି.. ଭାରତରେ ଏଆଇ ପ୍ରତିଭାର କୌଣସି ଅଭାବ ନାହିଁ.. ବିଶ୍ଵରେ ଏଆଇର ଉପଯୋଗିତା ବଢିବାର ଆବଶ୍ୟକତା ଅଛି..

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଜୟଦେବ ବିହାର-ନନ୍ଦନକାନନ ଫ୍ଲାଏ ଓଭର କାମ.. ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା..

- Advertisement -

କମିଶନରେଟ ଟ୍ରାଫିକ ପୁଲିସର କଟକ ସହରରେ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଆରମ୍ଭ.. ବିକଟାଳ ହର୍ଣ୍ଣ ସହ କଳା କାଚ ଥିବା ଗାଡ଼ି ଉପରେ ନଜର..

ଭିଜିଲାନ୍ସ ଜାଲରେ ରେମୁଣା ତହସିଲଦାର ବିଦ୍ୟାଧର ପତି, ୭ ସ୍ଥାନରେ ଚଢ଼ାଉ..

ସର୍ବକାଳୀନ ରେକର୍ଡ଼ ଭାଙ୍ଗିଲା ସୁନାଦର, ୨୨ କ୍ୟାରେଟ୍‌ ସୁନା ୮୦ ହଜାର ଟପିଲା.. ୨୪ କ୍ୟାରେଟ୍‌ ସୁନା ୮୭ ହଜାର ୯୩୦ ଟଙ୍କାରେ ପହଞ୍ଚିଥିବାବେଳେ ୨୨ କ୍ୟାରେଟ୍‌ର ମୂଲ୍ୟ ୮୦ ହଜାର ୬୦୦ ଟଙ୍କା..

ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ମିଳିପାରେ ସଂସଦୀୟ କମିଟିରୁ ସମନ୍‌.. ଶୋ’ରେ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗକୁ ନେଇ ସଂସଦରେ ହଙ୍ଗାମା ପରେ ରଣବୀରଙ୍କୁ ସଂସଦୀୟ କମିଟି ସମନ କରିବାକୁ ବିଚାର କରୁଥିବା ସୂଚନା.. ଏପଟେ କେନ୍ଦ୍ରର ନୋଟିସ ପରେ ରଣବୀରଙ୍କ ଅଶାଳୀନ ମନ୍ତବ୍ୟ ଭିଡିଓକୁ ଡିଲିଟ୍‌ କଲା ୟୁଟ୍ୟୁବ..

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories