www.samajalive.in
Tuesday, December 9, 2025
17.1 C
Bhubaneswar

ଡେବ୍ୟୁ ମ୍ୟାଚରେ ବରୁଣଙ୍କୁ ସଫଳତା

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବାରବାଟୀରେ ଚାଲିଥିବା ୨ୟ ଦିନିକିଆ ମ୍ୟାଚରେ ପଦାର୍ପଣ କରିଛନ୍ତି ଭାରତୀୟ ଅଲରାଉଣ୍ଡର ବରୁଣ ଚକ୍ରବର୍ତ୍ତୀ। ତେବେ ଏହି ପଦାର୍ପଣ ମ୍ୟାଚରେ ବରୁଣଙ୍କୁ ମିଳିଛି ବଡ଼ ସଫଳତା, ଯାହା ରଚିଛି ଇତିହାସ। ଏହା ତାଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ପାଲଟିଯାଇଛି। କାରଣ ପଦାର୍ପଣ ମ୍ୟାଚରେ ବରୁଣ ଦିନିକିଆ କ୍ୟାରିୟରର ପ୍ରଥମ ଉଇକେଟ ହାସଲ କରିଛନ୍ତି। ତାହା ପୁଣି ଇଂଲଣ୍ଡର ପ୍ରଥମ ଉଇକେଟ।

ଭାରତ-ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ୨ୟ ମ୍ୟାଚରେ ବରୁଣଙ୍କୁ ସୁଯୋଗ ମିଳିଥିଲା। ଯେତେବେଳେ ନିୟମିତ ବୋଲରମାନେ ଉଇକେଟ ନେବାରେ ବିଫଳ ହୋଇଥିଲେ ସେତେବେଳେ ୧୧ ତମ ଓଭର ବୋଲିଂ କରି ଭାରତକୁ ବହୁ ପ୍ରତିକ୍ଷୀତ ସଫଳତା ଦେଇଥିଲେ। ଏହା ପରେ ଇଂଲଣ୍ଡ ପାଳିର ଗୋଟିଏ ପରେ ଗୋଟିଏ ଉଇକେଟର ପତନ ଘଟିଥିଲା। ଚଳିତ ମ୍ୟାଚରେ ବରୁଣ କୁଳଦୀପ ଯାଦବଙ୍କ ବଦଳରେ ଦଳରେ ସ୍ଥାନ ପାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories