ଭୁବନେଶ୍ଵର, : ଭୁବନେଶ୍ୱର ପଟିଆରେ ଥିବା କିସ୍ନା ଜୁଏଲାରୀ ଲକିଡ୍ରରେ କାର୍ ପୁରସ୍କାର । ସୂର୍ଯନଗର ଅଞ୍ଚଳର ରୋନକ୍ ଅଗ୍ରଓ୍ୱାଲ କିସ୍ନା ଜୁଏଲାରୀରୁ ଗହଣା କିଣି ଲକି ଡ୍ର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଏଥିରେ କାର୍ ଜିତିବା ପରେ ସେ ନିଜକୁ ବିଶ୍ୱାସ କରିପାରି ନଥିବା ବେଳେ ବେଶ୍ ଖୁସୀ ଅନୁଭବ କରିଥିବ କଥା କହିଛନ୍ତି ।
ଭୁବନେଶ୍ୱରର ଅଗ୍ରଣୀ ଗହଣା ବ୍ରାଣ୍ଡ୍ କିସ୍ନା ଜୁଏଲାରୀର ମାଲିକ ଅମିତ ଅଗ୍ରୱାଲଙ୍କ ରୋନକ୍ଙ୍କୁ ଏହି କାର ପ୍ରଦାନ କରିଛନ୍ତି । ଦ୍ୱିତୀୟ ଗ୍ରାହକଙ୍କୁ ୫ହଜାର ଏବଂ ତୃତୀୟ ପୁରସ୍କାରରେ ୩ହଜାର ଟଙ୍କା ପ୍ରଦାନ କରାଯାଇଛି ।
ସୁନା କିଣି କାର୍ ଜିତିଲେ ମହିଳା -କିସ୍ନା ଜୁଏଲାରୀ ଲକି ଡ୍ର’ରେ କାର୍ ପୁରସ୍କାର
Popular Categories



