ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ବିଭିନ୍ନ ପ୍ରକାର ଫୁଲରେ ସଜେଇ ହୋଇଛି ଏକାମ୍ର କାନନ.. ୧୧ ତାରିଖ ଯାଏଁ ଚାଲିବ ପୁଷ୍ପ ସମ୍ମିଳନୀ..
ଛତିଶଗଡ : ୮ ଜଣ ଶହୀଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, କାଲି ବିଜାପୁରରେ ଆଇଇଡି ବିସ୍ଫୋରଣରେ ଶହୀଦ୍ ହୋଇଥିଲେ..
ନେପାଳ,ତିବ୍ଦତ ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୩କୁ ବୃଦ୍ଧି..
୫ଦିନିଆ ଓଡିଶା ଗସ୍ତରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର, କୋଣାର୍କ ପରିସର ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ବୁଲିଲେ, ସୂର୍ଯ୍ୟମନ୍ଦିର କଲେ ପରିଦର୍ଶନ, କାଲି କୋଣାର୍କ ଇକୋ ରିଟ୍ରିଟ୍ ରେ କରିଥିଲେ ରାତ୍ରିଯାପନ..
ଜାନୁଆରୀ ୧୦ ଏକାଦଶୀରେ ଅତ୍ୟନ୍ତ ଶୁଭ ଯୋଗ ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..
ଆଜି ଘୋଷଣା ହେବ ଦିଲ୍ଲୀ ନିର୍ବାଚନ ତାରିଖ..
ରାଜ୍ୟରେ ଆସନ୍ତା ୪ଦିନ ଯାଏଁ ଲାଗିରହିବ ଶୀତ ଲହରୀ, ଉପକୂଳରୁ ଆଭ୍ୟନ୍ତର ସବୁଠି ଖସିଛି ପାରଦ, ଆସନ୍ତା ୩ଦିନ ପରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ..
କାଲିଠୁ ରାଜଧାନୀରେ ପ୍ରବାସୀ ଭାରତୀୟଙ୍କ ମହାମେଳି : ଭୁବନେଶ୍ଵର ଏବଂ ପୁରୀରେ ଲାଗିଲାଣି ଏନଆରଆଇଙ୍କ ଭିଡ…
୯ରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆଜି ପୁରୀ ଓ କୋଣାର୍କ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ସୁରକ୍ଷା ବ୍ୟବସ୍ଥା କଡାକଡି..
ହଂସିତା ଅଭିଲିପ୍ସାଙ୍କ ଘରେ ଆୟକର ଟିମ୍ ପକ୍ଷରୁ (ଆଇଟି) ପକ୍ଷରୁ ଚଢାଉ କରାଯାଇଛି, ଭୁବନେଶ୍ୱର, ଦିଲ୍ଲୀ, ଝାଡଖଣ୍ଡର ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି..
ଦେଶରେ ଏଚ୍ଏମ୍ପିଭି ସଂକ୍ରମିତ ଚିହ୍ନଟ ହେବା ପରେ ସତର୍କ ରହିବାକୁ ପରାମର୍ଶ, ସବୁ ରାଜ୍ୟ ମାନଙ୍କୁ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ, ପ୍ରତିଷେଧକ ବ୍ୟବସ୍ଥାରେ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି, ଜ୍ୱର, କାଶ, ଥଣ୍ଡା ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ..
ବଲାଙ୍ଗୀର : ଆଜି ରକ୍ତ ରଞ୍ଜିତ ହେବ ସୁଲିଆ ପୀଠ, ଆଦିବାସୀଙ୍କ ପ୍ରସିଦ୍ଧ ସୁଲିଆ ଯାତ୍ରା ପାଇଁ ବଲାଙ୍ଗୀର ଜିଲ୍ଲା ଖଇରିଗୁଡାର ଗୁମୁରିଆ ଓ ସାନଖଳା..
ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ.. ଏଚ୍ଏମ୍ପିଭି ଓ ପ୍ରବାସୀ ଭାରତୀୟ ଦିବସ ନେଇ ହେବ ଆଲୋଚନା..
ଆଜି ନନ୍ଦନକାନନ ପାଳିବ ୬୫ତମ ପ୍ରତିଷ୍ଠା ଦିବସ, ଡିସେମ୍ବର ୨୯ରେ ପାଳିତ ହୋଇଥାଏ ପ୍ରତିଷ୍ଠା ଦିବସ , ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକରେ ରାଷ୍ଟ୍ରୀୟ ଶୋକ ଯୋଗୁଁ ହୋଇଥିଲା ବାତିଲ୍..



