www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ଜଙ୍ଗଲ ରାସ୍ତାରେ ଯାଉଥିଲେ ଯୁବକ,ଯୁବତୀ, ବସିଥିଲା ସିଂହ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥାଏ । ଏହା ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ଚିନ୍ତା କରନ୍ତୁ ରାସ୍ତାରେ ବାଇକ୍‌ରେ ଯାଉଥିବା ସମୟରେ ହଠାତ୍‌ ଏକ ସିଂହ ବିଚ୍‌ ରାସ୍ତାରେ ବସିଥିବା ଦେଖିଲେ ପରିସ୍ଥିତି କିଭଳି ହେବ । ଆଜ୍ଞା ହଁ ନିକଟରେ ସିଂହର ଏପରି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖିପାରିବେ, ରାସ୍ତାରେ ବାଇକ୍‌ରେ ୨ ଜଣ ଯାଉଥିବା ବେଳେ ରାସ୍ତା କଡରେ ଏକ ସିଂହ ବସି ରହିଛି । ବାଇକ୍‌ରେ ଯାଉଥିବା ସମୟରେ ସେମାନେ ସିଂହ ଉପରେ ଧ୍ୟାନ ମଧ୍ୟ ଦେଇ ନାହାଁନ୍ତି । ସିଂହଟି ମଧ୍ୟ ସେଠାରେ ସେପରି ବସି ରହିଛି । ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

ନୂଆବର୍ଷ ୨୦୨୫ରେ ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ: ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

- Advertisement -


ଭିଡିଓଟିରେ ସ୍ପଷ୍ଟ ଭାବେ ଦେଖିପାରିବେ, ଜଙ୍ଗଲ ରାସ୍ତାରେ ଏକ ବାଇକ୍‌ରେ ଜଣେ ଯୁବକ ଯୁବତୀ ଯାଉଛନ୍ତି । ସିଂହ ସେହି ସ୍ଥାନରେ ବସି ରହୁଛି। ମାତ୍ର ଆକ୍ରମଣ କରୁ ନାହିଁ । ଲୋକେ କହିଛନ୍ତି ଏମିତି ଦୃଶ୍ୟ ଦେଖିବା କଳ୍ପନା ବାହାରେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories