www.samajalive.in
Tuesday, December 9, 2025
16.1 C
Bhubaneswar

ଚିନ୍ମୟ ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କଲା ବାଂଲାଦେଶ ପୁଲିସ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ବେଆଇନ ଭାବେ ଗିରଫ ହୋଇଥିବା ହିନ୍ଦୁ ସାଧୁ ଚିନ୍ମୟ କ୍ରିଷ୍ଣା ଦାସଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି ଚିଟ୍ଟାଗଙ୍ଗ ପୁଲିସ। ବର୍ତ୍ତମାନ ସେ ଜେଲରେ ବନ୍ଦୀ ରହିଛନ୍ତି। ପୂର୍ବରୁ ଚିନ୍ମୟ ଦାସ ଏବଂ ତାଙ୍କର ହଜାର ହଜାର ଅନୁଗାମୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ଆସନ୍ତା ଜାନୁୟାରୀ ୨ ତାରିଖରେ ଦାସଙ୍କ ଜାମିନ ଆବେଦନର ଶୁଣାଣି କରାଯିବ। ଦାସଙ୍କ ମାମଲାର ଶୁଣାଣି ପାଇଁ ଓକିଲ ମିଳୁ ନ ଥିବାରୁ ତାଙ୍କ ଜାମିନ ଆବେଦନର ଶୁଣାଣି ବିଳମ୍ବ ହେଉଛି। ଅନ୍ୟପଟେ କୌଣସି ହିନ୍ଦୁ ଓକିଲ ଯେପରି ଦାସଙ୍କ ମାମଲାର ଶୁଣାଣିରେ ସାମିଲ ନ ହେବେ ସେଥିଲାଗି ୭୦ ହିନ୍ଦୁ ଓକିଲଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories