www.samajalive.in
Tuesday, December 9, 2025
15.1 C
Bhubaneswar

ବଂଶବୁଡ଼ାକୁ ଆଜୀବନ କାରାଦଣ୍ଡ

ବାରିପଦା: ବାରିପଦା ଟ୍ରିପଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ହତ୍ୟାକାରୀ ମଙ୍ଗଲ ମାରାଣ୍ଡିକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ପ୍ରଥମ ଶ୍ରେଣୀ ଜିଲା ଅତିରିକ୍ତ ଦୌରାଜଜ। ପାରିବାରିକ କଳହରୁ ସ୍ତ୍ରୀ, ପୁଅ ଓ ଝିଅକୁ ହାଣି ହତ୍ୟା କରିଥିଲାହତ୍ୟାକାରୀ ମଙ୍ଗଲ ମାରାଣ୍ଡି। ପ୍ରମାଣ ନଷ୍ଟ ପାଇଁ ୩ଜଣଙ୍କୁ ଘର ଭିତରେ ପୋଡ଼ି ଦେଇଥିଲା। ୨୦୨୨ ମେ’ ୧୩ରେ ଝାରପୋଖରିଆ ଥାନା ଢିପସାହିରେ ଘଟିଥିଲା ହତ୍ୟାକାଣ୍ଡ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories