www.samajalive.in
Monday, December 8, 2025
27.1 C
Bhubaneswar

୫୦ ହଜାର ଟଙ୍କାରୁ କମ୍ ଦାମରେ ମିଳିବ ଓଲା ସ୍କୁଟର, କମ୍ପାନୀ ଆଣିଲା ଅଫର

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ ଇଲେକ୍ଟ୍ରିକ୍ ଦୁଇଚକିଆ ଯାନ ନିର୍ମାତା ଓଲା ଇଲେକ୍ଟ୍ରିକ୍ BOSS ସେଲର ଘୋଷଣା କରିଦେଇଛି । ଏହି ସେଲକୁ କମ୍ପାନୀ ‘ବିଗେଷ୍ଟ ଓଲା ସିଜନ ସେଲ୍’ ଅର୍ଥାତ୍ BOSS ନାଁ ଦେଇଛି । ସେଲ ୩ ଅକ୍ଟୋବର ଅର୍ଥାତ୍ ନବରାତ୍ରିରୁ ଆରମ୍ଭ ହେବ । ଏଥିରେ ଓଲା ଏସଓ୍ବାନ୍ ରେଞ୍ଜରେ ଗ୍ରାହକଙ୍କୁ ରିହାତି ମିଳିବ । ଖାସ୍ କଥା ହେଉଛି ଓଲା ଏସ୧ ଇ-ସ୍କୁଟରକୁ ମାତ୍ର ୪୯,୯୯୯ ଟଙ୍କାରେ କିଣିପାରିବେ ଗ୍ରାହକ । ସେପ୍ଟେମ୍ବର ମାସରେ ଓଲାର ମାର୍କେଟ ସେୟାର ବହୁତ ଖସିଥିଲା ।

- Advertisement -

ଏହି ସେଲରେ ଖାସ୍ ରିହାତି ଦିଆଯାଉଛି । ଗ୍ରାହକଙ୍କୁ ଓଲା ଏସ୍୧କୁ ମାତ୍ର ୪୯,୯୯୯ ଟଙ୍କାରୁ କମ୍ ଦାମରେ କ୍ରୟ କରିପାରିବେ । କମ୍ପାନୀ ସୂଚନା ଅନୁସାରେ ଏହି ସେଲରେ s1ର ସମ୍ପୂର୍ଣ୍ଣ ରେଞ୍ଜରେ ୧୦ ହଜାର ଟଙ୍କାରି ରିହାତି ସହିତ ୨୧ ହଜାର ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସୁବିଧା ମଧ୍ୟ ଦିଆଯିବ । ଏହି ସୁବିଧାରେ ୫ ହଜାର ଟଙ୍କାର ଏକ୍ସଚେଞ୍ଜ ବୋନସ୍, ୭ ହଜାର ଟଙ୍କାର ୮ ବର୍ଷର ଓ୍ବାରେଣ୍ଟି ଏବଂ ୩ ହଜାର ଟଙ୍କା ମୂଲ୍ୟର ହାଇପରଚାର୍ଜିଂ କ୍ରେଡିଟ୍ ସାମିଲ ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories