www.samajalive.in
Monday, December 8, 2025
20.1 C
Bhubaneswar

ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୯୯ ରନ୍

ଆଡିଲେଡ : ଦ୍ୱିତୀୟ ଦିନିକିଆରେ ୨୯୯ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ୧୭.୩ ଓଭରରେ ଗୋଟିଏ ୱିକେଟ ହରାଇ୧୦୦ ରନ ସଂଗ୍ରହ କରିଛି।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆ ପାଇଁ  ଅଷ୍ଟ୍ରେଲିଆ ୨୯୯  ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି।  ସନ ମାର୍ଶଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୨୯୮ ରନ ସଂଗ୍ରହ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଠ୍ରେଲିଆ ୯  ୱିକେଟ ୨୯୮ ହରାଇ ରନ କରିଛି  ।

- Advertisement -

ଦଳ ପକ୍ଷରୁ ସନ ମାର୍ଶ ସର୍ବାଧିକ ୧୩୧ ରନ କରିଛନ୍ତି । ସେହିପରି ଗ୍ଲେନ ମ୍ୟାକ୍ସୱେଲଙ୍କ ୪୮, ମାର୍କସ  ଷ୍ଟୋଇନସଙ୍କ ୨୯, ପିଟର ହାଣ୍ଡସକମ୍ବଙ୍କ ୨୦, ଆଲେକ୍ସ କେରୀଙ୍କ୧୮ ଏବଂ  ଉସମାନ ଖ୍ୱାଜାଙ୍କ ୨୧ ରନ ପଳରେ ଅଷ୍ଟ୍ରେଲିଆ ୨୯୮ ରନ ସଂଗ୍ରହ କରିଛି।

ଭାରତ ପକ୍ଷରୁ  ଭୁବନେଶ୍ୱର କୁମାର ସର୍ବାଧିକ ଚାରୋଟି ୱିକେଟ ହାସଲ କରିଥିବା ବେଳେ , ମହମ୍ମଦ ସାମି ତିନୋଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଛନ୍ତି ।

Hot this week

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories