www.samajalive.in
Monday, December 8, 2025
20.1 C
Bhubaneswar

ଇସ୍ରାଏଲ ଉପରେ ଇରାନର ଆକ୍ରମଣ

ଇସ୍ରାଏଲ: ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିଥିବା ସୂଚନା ମିଳିଛି। ଇସ୍ରାଏଲ ଉପରେ ଇରାନ ମିଜାଇଲ ଆକ୍ରମଣ କରିଛି। ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବା କ୍ଷଣି ସାଇରନ ବାଜି ଉଠିଲା। ସମସ୍ତ ନାଗରିକମାନଙ୍କୁ ବମ୍ବ ସେଲ୍ଟରକୁ ଯିବାକୁ ନିର୍ଦେଶ ଦିଆଯାଇଛି। ଇସ୍ରାଏଲ ସେନା ପକ୍ଷରୁ ସାଧାରଣ ନାଗରିକଙ୍କ ପାଇଁ ସୂଚନା ଜାରି କରାଯାଇଛି।

ଏହି ଆକ୍ରମଣ ଘଟଣା ଜାଣିବା ପରେ ଇରାନକୁ ଆମେରିକା ଚେତାବନୀ ଦେଇଛି। ଇରାନ ଭୟାନକ ପରିଣାମ ଭୋଗିବ ବୋଲି କହିଲା ଆମେରିକା। ଇସ୍ରାଏଲ କର୍ତ୍ତୃପକ୍ଷଙ୍କ ସହ ଆମେରିକା କଥା ହେଲା।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories