www.samajalive.in
Monday, December 8, 2025
27.1 C
Bhubaneswar

କୁମ୍ଭ ମେଳାରେ ଅଘଟଣ, ତମ୍ବୁରେ ନିଆଁ

ପ୍ରୟାଗରାଜ: କୁମ୍ଭମେଳା ଆରମ୍ଭ ପୂର୍ବରୁ ଅଘଟଣ ଘଟିଛି। ମେଳା ସ୍ଥଳରେ ଥିବା ଦିଗମ୍ବର ଆନି ଆଖଡ଼ାର ଏକ ତମ୍ବୁରେ ଥିବା ଗ୍ୟାସ୍‍ ସିଲିଣ୍ଡର ଫାଟିଯିବା ପରେ ଅଗ୍ନିକାଣ୍ଡ ଘଟିଥିଲା। ତମ୍ବୁ ଓ ଭିତରେ ଥିବା ଆସବାବପତ୍ର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କୌଣସି ଜୀବନ ହାନି ହୋଇନଥିବା ଏସ୍‍ପି ପୂର୍ଣ୍ଣେନ୍ଦୁ ସିଂହଙ୍କ ସୂଚନା ଦେଇଛନ୍ତି। ତୁରନ୍ତ ଅଗ୍ନିଶମ ବାହିନୀ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ। ତମ୍ବୁ ପାଖରେ ଥିବା ଏକ କାର ନିଅାଁରେ ପୋଡ଼ି ହୋଇଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories