www.samajalive.in
Monday, December 8, 2025
20.1 C
Bhubaneswar

ସୁଭଦ୍ରା ଯୋଜନାର ସ୍ଵାଗତ ପଦଯାତ୍ରା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ରେ ସୁଭଦ୍ରା ଯୋଜନା ପଦଯାତ୍ରା  ହୋଇଛି। ଏହି ପଦଯାତ୍ରା ପଞ୍ଚାୟତ ସମିତି ଠାରୁ ଆରମ୍ଭ କରି କଲ୍ୟାଣସିଂହପୁର ସହର ପରିକ୍ରମା କରି ସ୍ଥାନୀୟ ଦେବଗିରି ମହା ବିଦ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା ରେ ଯାଇଥିଲେ । ଏହି ପଦଯାତ୍ରା ରେ ଘରେ ଘରେ ସୁଭଦ୍ରା ଯୋଜନା ନାରା ଦେଇ ସର୍ବ ସାଧାରଣ ମହିଳା ମାନଙ୍କ ସଚେତନ କରି ଦେବଗିରି ମହା ବିଦ୍ୟାଳୟ ଠାରୁ ପୁଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଶେଷ କରିଥିଲେ। ଏହି ସ୍ଵାଗତ ପଦଯାତ୍ରା ରେ ସର୍ବ ଦଳୀୟ ପଦାଧିକାରୀ ମାନେ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟ କ୍ରମକୁ ଶିଶୁ ବିକାଶ ବିଭାଗ ଏବଂ ପଞ୍ଚାୟତ ସମିତି ମିଳିତ ରେ ସୁଭଦ୍ରା ସ୍ଵାଗତ ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରା ରେ ଅଙ୍ଗନ ୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା, ଶିଶୁ ବିକାଶ ବିଭାଗ ର କର୍ମଚାରୀ ଓ  ବ୍ଳକ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।
ଘରେ ଘରେ ସୁଭଦ୍ରା ର ନାରା ଦେଇ  ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଆମ ସରକାର କଥା ଦେଲେ କଥା ରଖିଲେ ପ୍ରତ୍ୟେକ ମହିଳା ମାନଙ୍କୁ ମାନ୍ୟ ବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ର ଜନ୍ମ ଦିନ ରେ ଏହି ଯୋଜନା ର ଶୁଭାରମ୍ୱ ହେବ ଆସନ୍ତା ୧୭ତାରିଖ ରେ ଡିବିଟି ମାଧ୍ୟମରେ  ପ୍ରତି ବର୍ଷ ୧୦.୦୦୦ ଟଙ୍କା ଭାଉଚ୍ଚର ମିଳିବ ଏହି ଯୋଜନା ରେ ମହିଳା ଦିବସ ରେ ୫୦୦୦ ଟଙ୍କା ଏବଂ ରାକ୍ଷୀ ପୂର୍ଣ୍ଣିମା ରେ ୫୦୦୦ ଟଙ୍କା ପାଇବେ ପ୍ରତ୍ୟେକ ବର୍ଷ ଯେଉ ମହିଳା ମାନେ ୨୧ ବର୍ଷ ରୁ ୬୦ ବର୍ଷ ମଧ୍ୟ ରେ ତାଙ୍କର ବୟସ ଥିବ ସେ  ମାନେ ସୁଭଦ୍ରା ଟଙ୍କା ପାଇବେ ଏହା ଆମ ସରକାର ଙ୍କ ଦୃଢ଼ ପ୍ରତିବାଦ ସେଥିପାଇଁ ଆମେ ପ୍ରତ୍ୟେକ ମହିଳା ମିଶିକି ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories