www.samajalive.in
Tuesday, December 9, 2025
17.1 C
Bhubaneswar

ପୁଲିସକର୍ମୀଙ୍କୁ ଠେଙ୍ଗା ଧରି ଗୋଡାଇଲେ ଯୁବତୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଜଣେ ଯୁବତୀ ଏବେ ଚର୍ଚ୍ଚାରେ । ଯୁବତୀଜଣକ ଏକ ଠେଙ୍ଗା ଧରି ପୁଲିସକୁ ମାରିବା ପାଇଁ ଗୋଡାଉଛନ୍ତି । ପୁଲିସକର୍ମୀ ନିଜ ଜୀବନ ରକ୍ଷା ପାଇଁ ଦୌଡୁଛନ୍ତି । ଉତ୍ତର ପ୍ରଦେଶର କୁଶୀନଗର ଜିଲାରୁ ଏମିତି ଏକ ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।

- Advertisement -

ସାମାଜିକ ଗଣମାଧ୍ୟମରେ ଏମିତି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ରାକ୍ଷୀପୂର୍ଣ୍ଣିମା ଦିନର ବୋଲି କୁହାଯାଉଛି । ଘଟଣା ସମ୍ପର୍କରେ କୁଶୀନଗର ଥାନା ତରଫରୁ ଏକ ଭିଡିଓ ଜାରି କରାଯାଇଛି । ଏହା ସହିତ କ୍ୟାପ୍ସନରେ ଲେଖାଯାଇଛି କି କୁଶୀନଗର ଥାନା ଅନ୍ତର୍ଗତ ସିଧୁଆ ମନ୍ଦିରରେ ଦର୍ଶନ କରିବାକୁ ନେଇ ୨ ପକ୍ଷ ମଧ୍ୟରେ ବିବାଦ ହୋଇଥିଲା । ଏହି ସମୟରେ ପୁଲିସକର୍ମୀ ବିବାଦ ତୁଟାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମାରିବାକୁ ଉଦ୍ୟମ ହୋଇଥିଲା । ଏହି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛି ପୁଲିସ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories