www.samajalive.in
Monday, December 8, 2025
27.1 C
Bhubaneswar

ସିଡିଏ ସେକ୍ଟର-୧୩ ଦେଇ ଚାଲିଲା ମୋ’ ବସ୍‌

ସମାଜ ଡିଜିଟାଲ ଡେସ୍କ: ରବିବାରଠାରୁ କଟକର ସେକ୍ଟର-୧୩ ଦେଇ ଚଳାଚଳ ଆରମ୍ଭ କରିଛି ମୋ’ ବସ୍‌। ପ୍ରଥମ ଦିନରେ ରୁଟ୍‌ ନଂ.-୧୬ ବସ୍‌ଟି ଯାତ୍ରୀଙ୍କୁ ସେବା ପ୍ରଦାନ କରିଛି। ଅମୃତ ରେସିଡେଣ୍ଟ ଓ୍ବେଲଫେୟାର ଆସୋସିଏସନର ପ୍ରଚେଷ୍ଟା ଏବଂ କ୍ରୁଟ୍‌ ଅଧିକାରୀଙ୍କ ସହଯୋଗରେ ଏହି ବସ ସେବା ସମ୍ଭବ ହୋଇପାରିଛି। ଆଗାମୀ ଦିନରେ ସମସ୍ତ ରୁଟ୍‌ର ବସ୍‌ ସେକ୍ଟର-୧୩ ମଧ୍ୟ ଦେଇ ଚଳାଚଳ କରିବ ବୋଲି କ୍ରୁଟ୍‌ର ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। ଅଞ୍ଚଳବାସୀଙ୍କ ସୁବିଧାକୁ ଗୁରୁତ୍ଵ ଦେଇଥିବାରୁ ଆସୋସିଏସନ ପକ୍ଷରୁ କ୍ରୁଟ୍‌ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories