www.samajalive.in
Monday, December 8, 2025
20.1 C
Bhubaneswar

ଆମ ସରକାର ଆସିଲେ ପର୍ଯ୍ୟଟନର ବିକାଶ ହେବ

ରେମୁଣା : ବାଲେଶ୍ବରରେ ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ କର୍ମୀଙ୍କ ମନୋବଳ ବଢାଇବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାଲେଶ୍ବରକୁ ଧାନ ଏବଂ ପାନର କ୍ଷେତ୍ର ବୋଲି କହିବା ସହ ଏଠି ମଧ୍ୟ ‘ପୁଣି ଥରେ ମୋଦୀ ସରକାର’ ବୋଲି ଗୁଞ୍ଜରିତ ହେଉଥିବା ମୋଦୀ କହିଛନ୍ତି ।

ଓଡ଼ିଶା ଲୋକଙ୍କ ଭଲପାଇବା ସେ କେବେ ଭୁଲି ପାରିବେନି ବୋଲି କହିବା ସହ ଓଡ଼ିଆ ଅସ୍ମିତା ଓ ଓଡ଼ିଶାର ବିକାଶ ପାଇଁ ଏଥର ବିଜେପି ସରକାର ଆସିବା ଦରକାର ବୋଲି ମୋଦି ଉଦବୋଧନ ଦେଇଛନ୍ତି । ଓଡ଼ିଶାରେ ବିକାଶ ହେଉନି । ପୂର୍ବରୁ ଥିବା ଶିଳ୍ପ ବନ୍ଦ ହେଲାଣି । କିନ୍ତୁ ରାଜ୍ୟରେ ବିଜେପି ସରକାର ଆସିଲେ ପର୍ଯ୍ୟଟନର ବିକାଶ ହେବ ବୋଲି ସେ କହିଛନ୍ତି । ଓଡ଼ିଶାରେ ତୀର୍ଥ ଯାତ୍ରୀ, ସମୁଦ୍ର ପର୍ଯ୍ୟଟନର ବିକାଶ କରାଯିବ ବୋଲି ମୋଦୀ ନିଜ ଭାଷଣରେ କହିଛନ୍ତି ।

ବାରିପଦାରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣ଼ା; ନବୀନଙ୍କ ଅଚାନକ ଅସୁସ୍ଥତାର ଯାଞ୍ଚ ହେବ

- Advertisement -

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories