www.samajalive.in
Monday, December 8, 2025
27.1 C
Bhubaneswar

ମତଦାନ ନୁହେଁ ସାମାନ୍ୟ ଦାନ: ମୋଦୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି । ଆପଣଙ୍କୁ କହିରଖୁଛୁ ଆଜି ସାରା ଦେଶର ୧୧ ରାଜ୍ୟରେ ୯୩ ଆସନ ପାଇଁ ମତଦାନ ହେଉଛି ।

ଏହି ଅବସରରେ ମୋଦୀ ମଧ୍ୟ ଅହମଦାବାଦରେ ପହଞ୍ଚି ମତଦାନ କରିଛନ୍ତି । ଏହି ଅବସରରେ ଅମିତ ଶାହ ମଧ୍ୟ ପୋଲିଂ ବୁଥ୍ ବାହାରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତଦାନ କରି ପୋଲିଂ ବୁତ୍ ବାହାରକୁ ଆସି ଆଙ୍ଗୁଠିରେ ଲାଗିଥିବା ନୀଳ ରଙ୍ଗ ଦେଖାଉଛନ୍ତି । ମୋଦୀଙ୍କ ପୂର୍ବରୁ ଅମିତ ଶାହ ମଧ୍ୟ ମତଦାନ କରିଥିଲେ ।

- Advertisement -

ଲୋକଙ୍କ ସହ ଆଲୋଚନା କରି ପିଏମ ମୋଦୀ କହିଛନ୍ତି କି ପୁଣି କହିଛନ୍ତି କି ‘ସେ ଦେଶବାସୀଙ୍କୁ ଅପିଲ କରିବେ କରିବେ କି ସମସ୍ତେ ମତଦାନ କରନ୍ତୁ । ଏହା ସାମାନ୍ୟ ଦାନ ନୁହେଁ, ଏହାର ସ୍ବତନ୍ତ୍ର ମହତ୍ବ ରହିଛି । ଘରୁ ବାହାରକୁ ବାହାରନ୍ତୁ ଏବଂ ଗଣତନ୍ତ୍ରର ଉତ୍ସବରେ ଭାଗ ନିଅନ୍ତୁ ।’

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories