www.samajalive.in
Monday, December 8, 2025
20.1 C
Bhubaneswar

ଟ୍ରେନ-୧୮ର ପରୀକ୍ଷାମୂଳକ ଚଳାଚଳ ବେଳେ ଟେକା ମାଡ଼

ନୂଆଦିଲ୍ଲୀ : ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ ‘ଟ୍ରେନ-୧୮’ର ପରୀକ୍ଷାମୂଳକ ଚଳାଚଳ ବେଳେ ଟେକା ମାଡ଼ କରାଯାଇଛି। ରେଳବାଇର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଗୁରୁବାର ଏହି ଟ୍ରେନ ଦିଲ୍ଲୀ ଓ ଆଗ୍ରା ମଧ୍ୟରେ ପରୀକ୍ଷାମୂଳକ ଚଳାଚଳ କରିଥିବାବେଳେ ଏହା ଉପରକୁ କେତେକ ଦୁବୃର୍ତ୍ତ ଟେକା ମାଡ କରିଥିଲେ। ଟେକା ମାଡରେ ଟ୍ରେନର ଗୋଟିଏ ଝରକା କାଚ ଭାଙ୍ଗିଯାଇଥିବା ଇଣ୍ଟିଗ୍ରାଲ କୋଚ ଫ୍ୟାକ୍ଟ୍ରି (ଆଇସିଏଫ)ର ସାଧାରଣ ପରିଚାଳକ ସୁଧାଶୁଂ ମନୁ କହିଛନ୍ତି। ଚେନ୍ନଇ ଆଇସିଏଫ ଏହି ଟ୍ରେନକୁ ୧୦୦କୋଟି ଟଙ୍କା ତିଆରି କରିଛି। ଦେଶର ଏହା ପ୍ରଥମ ଇଞ୍ଜିନ ବିହୀନ ଟ୍ରେନ। ଏହାର ବେଗ ଘଣ୍ଟାପ୍ରତି ୧୮୦ କିମି। ଦିଲ୍ଲୀ ଓ ବାରାଣସୀ ମଧ୍ୟରେ ଚଳାଚଳ କରିବାକୁ ଥିବା ଏହି ଟ୍ରେନକୁ ଡିସେମ୍ବର ୨୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories