www.samajalive.in
Monday, December 8, 2025
27.1 C
Bhubaneswar

କଳାପଥରରେ ସାମୁହିକ ନମାଜ ପାଠ, ଇଦୁଲ ଫିଦର ପାଳିତ

କଳାପଥର(ବାଙ୍କୀ ):କଳାପଥର ଗ୍ରାମ ପଞ୍ଚାୟତର ଗୁରଇପଲ୍ଲୀ ମୁସଲିମ ସାହିରେ  ଇଦୁଲ ଫିଦର ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ସକାଳ 9ଘଂଟିକା ସମୟରେ ସାମୁହିକ ଇଦ ନମାଜ ପାଠ ଇଦ ଘା ପଡିଆରେ ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷୀରେ ସମସ୍ତ ମୁସଲିମ ଭାଇ ମାନେ ୩୦ଦିନର ଉପବାସ ପାଳନ କରି ଉଦଯାପନ କରିଥିଲେ। ଇଦୁଲ ଫିଦର ଦିବସ ସାରା ଦୁନିଆଁ କୁ ଶାନ୍ତି ଓ ମୈତ୍ରୀ ଭାଇଚରା ର  ଦିବସ ବୋଲି ପାଳନ କରାଯାଏ।

ଏହି ପ୍ରାର୍ଥନା ସଭା ରେ ଗ୍ରାମର ୨୦୦ରୁ ଉର୍ଦ୍ଧ ମୁସଲମାନ ସାମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇଥିଲେ. କଳାପଥର ମୁସଲମାନ ସାମ୍ପ୍ରଦାୟର ସଭାପତି ମିର୍ଜା ଅହମ୍ମଦ ଅଲ୍ଲୀବେଗଙ୍କ ନେତୃତ୍ବ ରେ ପାଳନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମିର୍ଜା ସର୍ଦ୍ଧାର ଅଲ୍ଲୀବେଗ, ମିର୍ଜା ଆମବାଦ ଅଲ୍ଲୀବେଗ, ମିର୍ଜା ଦୁଲଫିକର ଅଲ୍ଲୀବେଗ, ବାବୁ ଖାଁ, କାଳିଆ ଖାଁ, ରହିମ ଖାଁ, ମିର୍ଜା ଅସଗର ଅଲ୍ଲୀବେଗ, ମିର୍ଜା ମୋବାରକ ଅଲ୍ଲୀବେଗ, ମିର୍ଜା ମାନୁଅର ଅଲ୍ଲୀବେଗ, ମିର୍ଜା ସବୀର ଅଲ୍ଲୀବେଗ, ମିର୍ଜା ହୁସେନ ଅଲ୍ଲୀବେଗ, ଫିରୋଜ ଅଲ୍ଲୀବେଗ ପ୍ରମୁଖ ଯୋଗଦେଇ ଭଗବାନ ନିକଟରେ ଦୁନିଆରେ ଯେଉଁ ଆଶନ୍ତି ଘଟୁଛି ଶାନ୍ତି ପୂର୍ଣ୍ଣ ହୋଇ ଭାଇ ଚାରରେ ଜୀବନ ବିତାନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories