www.samajalive.in
Monday, December 8, 2025
20.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ଲୋକସଭା ନିର୍ବାଚନ: ବିଭିନ୍ନ କମ୍ପିଟେଟିଭ ଓ ପ୍ରବେଶିକା ପରୀକ୍ଷା ତାରିଖରେ ପରିବର୍ତ୍ତନ..

ବିମାନ ସଂଖ୍ୟା ହ୍ରାସ କରିବ ଭିସ୍ତାରା.. ଉଡାଣ ଲଗାତର ରଦ୍ଦ ଏବଂ ବିଳମ୍ବ ଯୋଗୁଁ ନିଆଗଲା ଏମିତି ନିଷ୍ପତ୍ତି..

- Advertisement -

ଜେଲ୍‌ରେ ରହିବାର ୬ମାସ ପରେ ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ..

ବିନା ସର୍ତ୍ତରେ କ୍ଷମା ମାଗିଲେ ରାମଦେବ, ଗ୍ରହଣ କଲେନି ସୁପ୍ରିମକୋର୍ଟ..

ଓଡିଶାର ୮ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା..

ବିଧାନସଭା ପାଇଁ ୪୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା କଂଗ୍ରେସ ଦଳ.. ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ..

ରାଜ୍ୟର ୨ ଜିଲାପାଳ ଏବଂ ୫ ଏସ୍‌ପିଙ୍କ ବଦଳି ନିର୍ଦେଶ ଦେଲେ ନିର୍ବାଚନ କମିଶନ..

ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣା.. ବିଜେଡିର ବିପ୍ଳବ ପାତ୍ରଙ୍କୁୁ ଟକ୍କର ଦେବେ ବିଜେପିର ସିଦ୍ଧାନ୍ତ ମହାପାତ୍ର.. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଲଢିବେ ବିଜେପିର ଶିଶିର ମିଶ୍ର..

ସ୍ୱର୍ଗଦ୍ୱାରରେ ଶାନ୍ତିଲତା ବାରିକଙ୍କ ଶେଷକୃତ୍ୟ ସମ୍ପନ୍ନ..

ଆଜିଠୁ ସାରା ରାଜ୍ୟରେ ସକାଳୁଆ ସ୍କୁଲ.. ୭ଟାରୁ ପୂର୍ବହ୍ନ ୧୧ଟା ୩୦ ଯାଏ ଚାଲିବ ପାଠପଢା..

ଛତିଶଗଡ଼ ପୁଲିସକୁ ବଡ଼ ସଫଳତା.. ଯବାନଙ୍କ ଗୁଳିରେ ୪ ମାଓବାଦୀ ନିହତ..

ସକାଳ ସାଢେ ୮ଟା ସୁଦ୍ଧା ୩୨ ଡିଗ୍ରୀ ଛୁଇଁଲା ତାପମାତ୍ରା.. ବାଲେଶ୍ବରରେ ସର୍ବାଧିକ ତାପମାତ୍ରା..

କାଜୁ ଜଙ୍ଗଲରୁ ମିଳିଲା ପୂର୍ବତନ ପୁଲିସ୍ କର୍ମଚାରୀଙ୍କ ମୃତଦେହ.. ୬ ଦିନ ହେବ ନିଖୋଜ ଥିଲେ..

 

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories