www.samajalive.in
Monday, December 8, 2025
20.1 C
Bhubaneswar

ନେପାଳ କ୍ରିକେଟ ଦଳକୁ ମିଳିଲା ୫ କୋଟି ଟଙ୍କା

କାଠମାଣ୍ଡୁ: ନେପାଳ କ୍ରିକେଟ ଦଳକୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ସେଠାକାର ସରକାର। ଟି୨୦ ବିଶ୍ବକପ୍‌ ନିମନ୍ତେ ପ୍ରସ୍ତୁତି ପାଇଁ ନେପାଳକୁ ଏହି ଅର୍ଥ ପ୍ରଦାନ କରାଯାଇଛି। ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ଏକ ବିଜ୍ଞପ୍ତି ଅନୁଯାୟୀ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଆସନ୍ତା ଜୁନ୍‌ ୧ରୁ ଟି୨୦ ବିଶ୍ବକପ ଆୟୋଜିତ ହେବ। ଏହି ବିଶ୍ବକପରେ ନେପାଳ ଦଳ ଭାଗ ନେବାକୁ ଥିବାରୁ ଦଳର ପ୍ରସ୍ତୁତି ପାଇଁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ନେପାଳରେ କ୍ରିକେଟର ଉନ୍ନତି ପାଇଁ ସରକାର ସବୁ ପ୍ରକାର ପ୍ରୟାସ କରୁଛନ୍ତି। ସୂଚନାଥାଉକି ୨୦୨୪ ଟି୨୦ ବିଶ୍ବକପରେ ମୋଟ ୫୫ଟି ମ୍ୟାଚ ଖେଳାଯିବ। ଆମେରିକାର ୩ଟି ଏବଂ ୱେଷ୍ଟଇଣ୍ଡିଜର ୬ଟି ସହରରେ ଏସବୁ ମ୍ୟାଚ ଆୟୋଜିତ ହେବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories