www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଶଂସକଙ୍କ ଖାସ୍‍ ଇଚ୍ଛା ପୂରଣ କଲେ ଶୁବମନ୍‍ ଗିଲ୍‍; ଭାଇରାଲ ହେଲା କମେଣ୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଶୁବମନ୍‍ ଗିଲ୍‍ ପ୍ରଶଂସକଙ୍କ ହୃଦୟ ଜିତିବାରେ ଲାଗିଛନ୍ତି। ଏହାସହିତ ସୋସିଆଲ ମିଡ଼ିଆରେ ନିଜର କାର୍ଯ୍ୟକଳାପ ସହିତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଇନଷ୍ଟାଗ୍ରାମରେ ଶୁବମନ୍‍ ଗିଲ୍‍ଙ୍କ ପ୍ରଶଂସକ ବଢିବାରେ ଲାଗିଛି। ଏହି ସମୟରେ ଜଣେ ପ୍ରଶଂସକ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ଗିଲ କ୍ରିକେଟ ପଡିଆରେ ଥିଲେ। ପ୍ରଶଂସକ ଜଣଙ୍କ ଲେଖିଥିଲେ ଯେ ଯଦି ‘ଗିଲ୍‍ ଏହି ପୋଷ୍ଟର ଜବାବ ଦିଅନ୍ତି ତେବେ ମୁଁ ଆସନ୍ତାକାଲିଠାରୁ ପାଠପଢା ଆରମ୍ଭ କରିବି’।


ଗିଲ୍‍ ଏହି ପୋଷ୍ଟ ଦେଖିବା ପରେ ଉତ୍ତର ଦେଇ ଲେଖିଥିଲେ ‘ପଢିବା ଆରମ୍ଭ କର’। ଏହାପରେ ପ୍ରଶଂସକ ଜଣଙ୍କ ଶୁବମନ୍‍ ଗିଲଙ୍କୁ ଧନ୍ୟବାଦ ଜଣାଇ ପୋଷ୍ଟ ସେୟାର କରିଛନ୍ତି। ବର୍ତ୍ତମାନ ଭାରତ-ଇଂଲଣ୍ଡ ଟେଷ୍ଟ ମ୍ୟାଚ ଖେଳୁଛନ୍ତି ଶୁବମନ୍‍ ଗିଲ୍‍।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories