www.samajalive.in
Monday, December 8, 2025
17.1 C
Bhubaneswar

ପିସିସି ଇସ୍ତାହାର କମିଟିର ବୈଠକ

ଭୁବନେଶ୍ବର : କଂଗ୍ରେସ ଭବନରେ ପିସିସି ଇସ୍ତାହାର କମିଟିର ବୈଠକ ଅନୁଷ୍ଠିତ ହୋଇଛି। ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଏହା ପ୍ରଥମ ବୈଠକ ଅଟେ। ୨୦୧୯ ନିର୍ବାଚନ ପାଇଁ ଇସ୍ତାହାର କମିଟି ଖସଡା ପ୍ରସ୍ତୁତ କରିବ। ଅପରାହ୍ନରେ ପିସିସି ଶୃଙ୍ଖଳାଗତ କମିଟିର ବୈଠକ ବସିବ ବୋଲି ଜଣାପଡିଛି। ଶୃଙ୍ଖଳା କମିଟି ବୈଠକରେ ଶ୍ରୀକାନ୍ତଙ୍କ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories