www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କଳାକାର ସହାୟତା ରାଶି ବୃଦ୍ଧି କଲେ ରାଜ୍ୟ ସରକାର..

୩ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମ୍‌କୋର୍ଟ କଲେଜିୟମ୍‌ର ସୁପାରିସ..

- Advertisement -

ଆସନ୍ତା ୨୯ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ..

ଶ୍ରୀମନ୍ଦିର ଆକାଶରେ ଉଡ଼ାଣ ମନା.. ନୋ ଫ୍ଲାଇଙ୍ଗ ଜୋନ୍ ଘୋଷିତ..

ରାଜ୍ୟସଭା ନିର୍ବାଚନ.. ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଅଶ୍ୱିନୀ ବୈଷ୍ଣବ..

ନୋଇଡା : ଶିକ୍ଷକଙ୍କୁ ଗୁଳିକଲେ ୨ ନାବାଳକ, ଅଳ୍ପକେ ବର୍ତ୍ତିଲେ ଶିକ୍ଷକ..

ଭିସା ଉଲ୍ଲଂଘନ ଅଭିଯୋଗରେ ମାଳଦ୍ଵୀପରୁ ୪୩ ଭାରତୀୟ ବିତାଡ଼ିତ..

ଦିଲ୍ଲୀକୁ ରାସ୍ତା ବନ୍ଦ.. ପଞ୍ଜାବ-ହରିୟାଣା ସୀମାରେ ଲକ୍ଷାଧିକ ଚାଷୀ..

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ..

ଭୁବନେଶ୍ବର କଳ୍ପନା ବସ୍ତିରେ ଅଗ୍ନିକାଣ୍ଡ..

ଅଶ୍ୱିନୀ ବୈଷ୍ଣବ ଦ୍ଵିତୀୟ ଥର ପାଇଁ ହେଲେ ଓଡ଼ିଶାରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ, ସମର୍ଥନ ଦେଲା ବିଜେଡି..

ଗୁଜରାଟରୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା..

ବୁଧବାରଠାରୁ ରଥ ନିର୍ମାଣ ପାଇଁ ଅନୁକୂଳ ହେବ ରଥକାଠ..

ବୁଧବାର ପବିତ୍ର ଶ୍ରୀପଞ୍ଚମୀ.. ଧରାପୃଷ୍ଠକୁ ଅବତରଣ କଲେ ବିଦ୍ୟାଦାତ୍ରୀ ମା ସରସ୍ବତୀ.. ସ୍କୁଲ, କଲେଜ ଓ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ସବୁଠି ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା..

ପୁଲୱାମାକୁ ପୂରିଲା ୫ ବର୍ଷ.. ସାରା ଦେଶ ପାଳୁଛି ବ୍ଲାକ୍ ଡେ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୀରଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳୀ..

ପୁଲୱାମା ଆକ୍ରମଣ.. ସହିଦ୍‌‌ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ..

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ କଂଗ୍ରେସ ବିଧାୟକ ଅଂଶୁମାନ୍ ମହାନ୍ତି..

ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେପି.. ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଜ୍ଞପ୍ତି ଜାରି..

ଜଳେଶ୍ୱର ଥାନା ଅନ୍ତର୍ଗତ ବାଗପୁଞ୍ଜି ଗାଁରେ ଅଘଟଣ.. ଶିବ ମନ୍ଦିରରୁ ସୁନା ଅଳଙ୍କାର ଏବଂ ଆସବାବପତ୍ର ଚୋରି ଅଭିଯୋଗ..

ସରସ୍ବତୀ ପୂଜାରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌..

ଦିଲ୍ଲୀ ଚଲୋ ଜିଦରେ ଅଟଳ ଚାଷୀ.. ଶମ୍ଭୁ ବର୍ଡରରେ ଚାଷୀ ପୁଲିସ ମୁହାଁମୁହିଁ..

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories